ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା । ବହୁଳ ମାତ୍ରାରେ ଧାନ ଫସଲ ହେଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ।
Published: Otv Khabar Bureau
Last updated: 04 May 2022, 10:34 PM IST
ଯେଉଁ ଗଙ୍ଗୁଆ ନଦୀ ଦିନେ ଗଙ୍ଗା ପରି ଏକ ସ୍ୱଚ୍ଛ ନଦୀ ଥିଲା । ରାଜଧାନୀ ଭୁବନେଶ୍ୱର ପାଇଁ ଜୀବନ୍ତ ଐତିହ୍ୟ ଥିଲା । ହେଲେ ଏବେ ସେ ଗଙ୍ଗୁଆର ଅବସ୍ଥା ଯାହା, ସେଥିରେ ଜଳ ନୁହେଁ ପ୍ରବାହିତ ହେଉଛି ଜହର ।