ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି ।
ଭୁବନେଶ୍ୱର ଜନତା ମିଦାନରେ ଆୟୋଜିତ ହେଲା ପ୍ରଥମ ମହିଳା ବିଜନେସ୍ ମେଳା । ଇଣ୍ଡିଆନ୍ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନିୟରସିପ୍ କାଉନସିଲର ଶହେରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ସାମିଲ ହୋଇଛନ୍ତି ।
୨୧ ବର୍ଷୀୟ ଜଣେ ଯୁବତୀ ନିଜ ଶରୀରକୁ ‘ମାନବ ବାର୍ବି’ରେ ପରିବର୍ତ୍ତନ କରିବାକୁ କସ୍ମେଟିକ୍ ସର୍ଜରୀ ମାଧ୍ୟମରେ ୭୦ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ଏହା କରିବା ଦ୍ୱାରା ତାଙ୍କ ପରିବାର ଲୋକେ ତାଙ୍କୁ ଦୂରେଇ ଦେଇଛନ୍ତି ବୋଲି ସେ କହିଛନ୍ତି।
ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷର ଏକ ଫ୍ଲାଟ୍
ହାତରେ ପ୍ଲାସ୍ ଧରି ବାହାରି ପଡିଲେ ଲାଇନ୍ କାଟିବାକୁ। ଯେତେବେଳେ ଲାଇନ୍ କାଟିବାକୁ ଆସିଥିଲେ, ସେତିକି ବେଳେ ଯଦି ଗ୍ରାହକଙ୍କ ସହ ଭେଟ ହୋଇଯାଏ, କ’ଣ ହୁଏ ଦେଖନ୍ତୁ...
ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି ।
ଶଶ୍ୱର ଘରେ ରାଜୁତି କରୁଛନ୍ତି ଜ୍ୱାଇଁ ପୁଅ। ବାହାଘର ଦିନ ଶାଶୁ କହିଥିଲେ ଝିଅ ଦେଇ ପୁଅ ପାଇଲି। ସେଇଥି ପାଇଁ ତିନି ଶାଳୀଙ୍କ ଦାଇତ୍ୱ ନେଇଛନ୍ତି କେଶବ...
ଓଁକାର ମଉସାଙ୍କୁ ହେଲାଣି ୭୭ ବର୍ଷ। ଭାରି ସଉକିଆ। ପାଠ ପଢ଼ିଲା ବେଳେ ତାଙ୍କର ଇଞ୍ଜିନିୟର ହେବାରେ ଇଛା ଥିଲା। କୌଣସି କାରଣର ଇଞ୍ଜିନିୟର ସିନା ହୋଇ ପାରିଲେନି ହେଲେ ସେ ନିଶା ଟି ଆଜି ବି ବଞ୍ଚିଛି
ଏ ଭାବବିହ୍ୱଳ ଗୀତଟିକୁ ଗାଇଲା ପିଲାଟି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏ ଗୀତ। ନିଜ ମାଆ ଉଦେଶ୍ୟରେ ଗୀତଟି ଗାଇ ଚର୍ଚ୍ଚାରେ ଏ କୁନି ପିଲା…
୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...
ସବୁ ଚାଷ କରି ବିଫଳ ହେବା ପରେ ସୁନୁସୁନିଆ ଶାଗ ଚାଷକୁ ଆଦରି ନେଇଛନ୍ତି ଚାଷୀ। ଏକର ଏକର ଜମିରେ ସୁନୁସୁନିଆ ଶାଗ କରି ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି। ଜମିରେ ସୁନୁସୁନିଆ ଶାଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀ
ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି।
ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି। ଦେଖନ୍ତୁ ଓ ଭେଟନ୍ତୁ ସେମାନଙ୍କୁ
୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...
ଦିନେ ଅଟୋ ଚଳାଇ ଅନ୍ୟକୁ ଦୁନିଆ ବୁଲାଉଥିଲେ। ହେଲେ ଆଜି ତାଙ୍କ ଜୀବନ ଅଟୋ ଅଧା ବାଟରେ ଅଟକି ଯାଇଛି। ଲିଭର୍ ଖରାପ ହୋଇଯାଇଥିବାରୁ ଦରକାର ହୋଇଛି ୨୫ ଲକ୍ଷ ଟଙ୍କା। ହେଲେ ଏତେ ଟଙ୍କା ଆସିବ କେଉଁଠୁ
ସେ ଭାରି ନଟ୍ ଖଟି। ଦେଖିବାକୁ କିନ୍ତୁ ଚୁଲ୍ ବୁଲି। ଚାଲ ଟିକେ ଦୁଷ୍ଟ ହେବାରୁ ଆରମ୍ଭ ହୋଇଥିଲା ତାଙ୍କ ଓଲିଉଡ୍ ଯାତ୍ରା। ଏବେ ସେ ଷ୍ଟାଇଲିସ୍ ଅଭିନେତ୍ରୀ ମହିମା କେଉଁଠି
ଆପଣ ଯେତେ ସତର୍କ ହେଲେ ବି ସାଇବର ଲୁଟେରା ଯେନତେନ ପ୍ରକାରେ ଆପଣଙ୍କୁ ଲୁଟି ଦେବେ। ଇଆଡୁ ସିଆଡୁ କହି ଆକାଉଣ୍ଟ ଖାଲି କରି ଦେବେ। ଯେମିତି ପାର୍ଥ ସାରଥୀଙ୍କ କ୍ଷେତ୍ରରେ ଘଟିଲା...
ସ୍କୁଲରେ ବେଶୀ ଦେଖେଇ ହେଲେ ଦିଦି। ବୁଲି ବୁଲି ହେଲେ ଗାରୁ ଗାରୁ। ଦିଦିଙ୍କ ଗରମ ଦେଖି ଅଭିଭାବକ ହଲେ ନରମ...
କିଏ ପ୍ରେମ କଲା, ଆଉ କିଏ ହଟହଟା ହେଲା ?
କଳା ସଂସ୍କୃତିର ଜିଲ୍ଲା ମୟୂରଭଂଜ । କିନ୍ତୁ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏଠି ମଉଳିବାରେ ଲାଗିଲାଣି କଳା । ବାରିପଦା କପ୍ତିପଦା ଉପଖଣ୍ଡ କୁଡିଆଖୁଣ୍ଟା ଗାଁର କୌଳିକ ବୃତ୍ତିଠୁ ଦୂରେଇଲେଣି ପିତ୍ତଳ କାରିଗର ।
ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।
ଗୋରୁ ଚାଲାଣରେ ପୋଲିସ୍ର ବି ହାତ ? ମୋଟା ଅଙ୍କର ଟଙ୍କା ନେଇ ଦଲାଲକୁ ସହଯୋଗ କରୁଛନ୍ତି ପୋଲିସ୍ ଅଧିକାରୀ ।