ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଛନ୍ତି ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ଚାଲିଛି.. ଏଇଠି ପଢ଼ିବେ ପିଲା.. ଆଉ ଗଢ଼ିବେ ଭବିଷ୍ୟତ.. ଗାଁର ନାଁ ରଖିବେ..
Published: Pallipuspa Samal
Last updated: 04 May 2022, 09:49 AM IST
ଆଣ୍ଠୁ ଗଣ୍ଠି ବ୍ୟଥାରୁ ମୁକ୍ତି ପାଇଁ କରନ୍ତୁ ଏହି ଆସନ ।