• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Viral Video
ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ; ବୁଲିଲେ ଲୋକେ, ଦେଖନ୍ତୁ ଭିଡିଓ..

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ। ସିଟ୍‌ରେ ବସି ବୁଲିଲେ ଲୋକେ.. ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ…

ED Seizes Rs 133 crore property of mines owner Jitu Patnaik
ରେଡ୍‌ ପରେ ଆକ୍ସନ: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ସମ୍ପତ୍ତି ସିଜ୍‌

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି। 

water problem
କାମରେ ଆସୁନି ବସୁଧା ଯୋଜନା : ପାଣି ନପାଇ ଛଟପଟ ଡୁମେର ଗୁଡା ଗାଁ ଲୋକେ

ଗାଁ ଲୋକଙ୍କ ତୁଣ୍ଡରେ ସ୍ୱଚ୍ଛ ଜଳ ଦେବା ପାଇଁ ସରକାର ୨କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଇବା ପାଣି ବ୍ୟବସ୍ଥା କରିଛନ୍ତି। ହେଲେ ଗାଁ ମୁଣ୍ଡରେ ପହଂଚି ପାରୁନି ପାଣି। ଗାଁର ଅଧେ ଲୋକ ପାଣି ପାଉଥିବା ବେଳେ ଅଧେ ଲୋକ ପାଣି ପାଇବାରୁ ବଂଚିତ।

Power Cut
ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ରାଜ୍ୟବ୍ୟାପି ଚାଲିଛି ଘନଘନ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ?

Power Cut
ରାଜ୍ୟବ୍ୟାପୀ ଚାଲିଛି ଘନ ଘନ ବିଜୁଳିକାଟ୍

ତାତି ଟିକେ କମିଛି ସତ, ହେଲେ ଏବେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ କଷ୍ଟ ଦେଉଛି ପାୱାର କଟ୍‌ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

Sweeper treats patient
ଡାକ୍ତରଙ୍କ ବଦଳରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା

rain water in medical
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଆଣ୍ଠୁଏ ପାଣିରେ ନବଜାତ ଶିଶୁଙ୍କ ଟିକାକରଣ

ଟିକାକରଣ ପାଇଁ ଆଣ୍ଠୁଏ ପାଣି ଭିତରେ ଲାଇନ୍‌ ଲଗାଇବାକୁ ପଡ଼ୁଛି ।

ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୃଶ୍ୟ...ଆହା କି ମନୋହର...
ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୃଶ୍ୟ...

ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର...ଆହା କି ମନୋହର...

Cuttack Trisulia Bridge
କଟକ ତ୍ରିଶୂଳିଆ ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା; ଜଣେ ମୃତ

ତ୍ରିଶୁଳିଆ-କଟକ ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା ଘଟି ଜଣେ ମୃତ । ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ଦୁର୍ଘଟଣା ଘଟାଇ ପାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି ।

love and marriage
ମିଛ ବରଯାତ୍ରୀ, ସତ ପ୍ରେମିକ ! ଜଣେ ବାହା ହେଲା, ଜଣେ ଜୋରିମାନା ଦେଇ ଘରକୁ ଗଲା

ପ୍ରେମ କରିବାକୁ ଆସି ଧରାପଡ଼ିଗଲେ । ଦୁଇ ଭଉଣୀ ଡାକିଥିଲେ ନିଜ ନିଜ ପ୍ରେମିକଙ୍କୁ, କିନ୍ତୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ ।

Temple In Mahanadi
ପୁଣି ଦେଖାଗଲା ମହାନଦୀରେ ପୋତି ହୋଇଥିବା ୫୦୦ ବର୍ଷର ମନ୍ଦିର ଚୂଡ଼ା

୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।

Heat Wave
ଜୀବଜନ୍ତୁଙ୍କ ପାଇଁ ଖରାଦିନେ ପାଣି ଯୋଗାଇବାର ଅଭିନବ ପ୍ରୟାସ, ଆପଣ ବି ଦେବେ ସାବାସି..

କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ ।

school
ଶାସନପଦା ନୋଡାଲ ହାଇସ୍କୁଲରେ ଶିକ୍ଷକ ମରୁଡି : ନାହିଁ ନାହିଁରେ ଚାଲିଛି ପାଠପଢ଼ା

ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁ ପାଠପଢା ହେଉଛି ବାଧାପ୍ରାପ୍ତ। ଫଳରେ ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ ସର୍ବଶିକ୍ଷା ନାରା ସ୍ଲୋଗାନରେ ଅଟକି ଯାଇଛି...

Samarth Verma
ଘନଉଛି ବିବାଦ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେବ ମାମଲା

ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Crocodile Attack
ନବଜାତ ଶିଶୁପୁତ୍ର ମୁହଁ ଦେଖିବା ପୂର୍ବରୁ ଝାମ୍ପିନେଲା କୁମ୍ଭୀର : ବାପା ଡାକ ଶୁଣି ପାରିଲେନି ଶିବପ୍ରସାଦ

ପୁଅ ମୁହିଁ ଦେଖି ପାରିଲେନି, ଟାଣିନେଲା କୁମ୍ଭୀର । ସ୍ତ୍ରୀ ସରସ୍ୱତୀ ଆଜି ଏତେ ବଡ଼ ଦୁନିଆରେ ପୂରା ଏକା । କୁନି ପୁଅକୁ କୋଳରେ ଧରି ସ୍ୱାମୀ ଶିବପ୍ରସାଦଙ୍କ ବାଟକୁ ଚାହିଁ ବସିଛନ୍ତି ।

BUSINESS ODISHA
କେତେ ଟଙ୍କା ଲୋନ୍‌ ଦେଇପାରିବ ବ୍ୟାଙ୍କ? CRR କଣ?

ଆପଣ ବ୍ୟାଙ୍କରେ ଟଙ୍କା ଜମା ରଖନ୍ତି। ଆଉ ସେହି ଟଙ୍କା ପାଇଁ ବ୍ୟାଙ୍କ ଆପଣଙ୍କୁ ବାର୍ଷିକ ନିର୍ଦ୍ଧାରିତ ଟଙ୍କାର ସୁଧ ଦିଏ। ହେଲେ ଆପଣ ଜାଣିଛନ୍ତି କି ଆପଣଙ୍କ ଟଙ୍କାକୁ ନେଇ ବ୍ୟାଙ୍କ କଣ କରେ?

 Ambulance Gets Stuck In Mud Road In Puri
ପଙ୍କ କାଦୁଅରେ ଫସିଲା ୧୦୮ ଆମ୍ବୁଲାନ୍ସ, ଠେଲିଠେଲି ଉଦ୍ଧାର କଲେ ଲୋକେ

ପଙ୍କ କାଦୁଅରେ ଫସିଲା ଆମ୍ବୁଲାନ୍ସ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

The Great Odisha Political Circus
ସ୍କୁଲ ବସ୍‌ ଡ୍ରାଇଭର କଣ ହେଲମେଟ୍‌ ପିନ୍ଧି ବସ୍‌ ଚଳାଇବେ?

ମୋ ନାଁ ଦଣ୍ଡପାଣି, ତତେ ପେଇବି ପାଣି। ଯେଉଁ ଗାତରେ ପଶିଲେ ବି ମୁଁ ଖୋଜି ଆଣିବି। ସାର୍‌ ଆପଣ ଗଂଜେଇ ଟାଣିଛନ୍ତି କି? ନହେଲେ ମତେ କ’ଣ ଫାଇନ୍‌ କାଟନ୍ତେ...

ED Raid
ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ

ମନି ଲଣ୍ଡ୍ରିଂ ମାମଲାରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Prithviraj Trailer Out
ଚର୍ଚ୍ଚାରେ ପୃଥୀରାଜ୍‌....୩୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଫିଲ୍ମ.....

ପୃଥୀରାଜ୍‌ ଫିଲ୍ମକୁ ନେଇ ବଢୁଛି ଚର୍ଚ୍ଚା। ହାଇ ବଜେଟ୍‌ରେ ତିଆରି ହୋଇଛି ଏଇ ଫିଲ୍ମ...ପାଖାପାଖି ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପ୍ରସ୍ତୁତ ହୋଇଛି ଏହି ଚଳିଚ୍ଚିତ୍ର

Ukrainian Prez Zelensky
ଦେଶରେ ଟଙ୍କାର ଅଭାବ....ପଇସା ସଂଗ୍ରହ ପାଇଁ ଜ୍ୟାକେଟ୍‌ ବିକିଦେଲେ ଜେଲେନସ୍କି

ମହାଯୁଦ୍ଧର ମହାପ୍ରଭାବ। ୟୁକ୍ରେନରେ ଟଙ୍କାର ଅଭାବ। ପଇସା ସଂଗ୍ରହ ପାଇଁ ନିଜର ପ୍ରିୟ ଜ୍ୟାକେଟ୍‌କୁ ବିକ୍ରି କରିଦେଲେ ଜେଲେନସ୍କି। ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ଏହି ସ୍ୱତନ୍ତ୍ର ଜ୍ୟାକେଟ୍‌...

Billionaires paradise Island know their house prices
ଏମିତି ଦ୍ୱୀପ ଯେଉଁଠି ରୁହନ୍ତି କେବଳ କୋଟିପତି; ଗୋଟେ ଘର ୧୦୦ କୋଟି

ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ କୋଟିପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ ବିଷୟରେ ଜାଣିନେବା।

Drinking Alcohol
ମଦ୍ୟପାନରେ ଦେଶରେ ଓଡ଼ିଶା ଚତୁର୍ଥ ! ଜାତୀୟ ହାରକୁ ବି ପଛରେ ପକାଇଲା

 ଓଡ଼ିଶାର ମହିଳା ମଧ୍ୟ ଏଥିରେ ପଛରେ ନାହାନ୍ତି। 

E News
କ୍ୟାନସର ଝଡ଼ାଇ ଦେଲା ଚୁଟି...ଏବେ କଣ କରିବେ ତାରା?

ସବୁ ବରବାଦ କରିଦେଲା କ୍ୟାନସର। ତାରାଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ। ମେକ୍‌ଅପ୍‌ ରୁମ୍‌ରେ ସ୍କ୍ରିପ୍ଟ ପଢାରେ ବ୍ୟସ୍ତ ତାରା...ଦେଖନ୍ତୁ କେମିତି ଡାଇଲଗ୍‌ ମନେ ରଖୁଛନ୍ତି ତାରା…

  • Wednesday, 11 May 2022
  • ENews
Cyber Crime
ବ୍ୟବସାୟୀକ ଅସୁବିଧା କାରଣରୁ ଫୋନ୍‌ କରିଥିଲେ, ଆକାଉଣ୍ଟରୁ କଟିଗଲା ୫୪ ହଜାର...

ବ୍ୟବସାୟୀକ ଆପ୍‌ରେ ଅସୁବିଧା ପାଇଁ ଫୋନ୍‌ କରିଥିଲେ ସମାଧାନର ରାସ୍ତା ବାହାର କରିବା ପାଇଁ। ହେଲେ ଫୋନ୍‌ କରୁ କରୁ ଆକାଉଣ୍ଟରୁ କଟିଗଲା ୫୪ ହଜାର ଟଙ୍କା। କଣ କରିବେ କଣ ନାହିଁ...ଭାବିବା ବେଳକୁ ସବୁ ସରିଯାଇଛି...