ଶ୍ରୀମନ୍ଦିର ଢାଞ୍ଚାରେ ତିଆରି କଣ୍ଟିଲୋର ପ୍ରଭୁ ନୀଳମାଧବଙ୍କ ମନ୍ଦିର। ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟସ୍ୱରୂପ ।
୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।