Advertisment

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ

ମନି ଲଣ୍ଡ୍ରିଂ ମାମଲାରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

author-image
Chandan Shishu
ED Raid

ED Raid

ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ। ମନି ଲଣ୍ଡ୍ରିଂ ମାମଲାରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭୁବନେଶ୍ୱରର ୨ଟି ଓ କେନ୍ଦୁଝର ଜିଲ୍ଲା ଯୋଡ଼ାର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି। 

Advertisment
ED Raid
Advertisment
Advertisment