ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି ।
ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି ।
ଟିକାକରଣ ପାଇଁ ଆଣ୍ଠୁଏ ପାଣି ଭିତରେ ଲାଇନ୍ ଲଗାଇବାକୁ ପଡ଼ୁଛି ।
୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା।