Mid Day Meal
ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ । ମହଙ୍ଗା ମାଡ଼ ପଡିଛି ମିଡ୍ ଡେ ମିଲ୍ ଉପରେ । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଉ ଥିବା ବିଭିନ୍ନ ଏନ୍ଜିଓ ବି ନୟାନ୍ତ ହୋଇଗଲେଣି । ଏଭଳି ସ୍ଥିତିରେ ପିଲାଙ୍କୁ କିପରି ମିଳିବ ପୁଷ୍ଟିକର ଖାଦ୍ୟ ତାକୁ ନେଇ ଚିନ୍ତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)