ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି ତିଆରି କରନ୍ତୁ ଏହି ଡ଼ିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା…
Published: Pallipuspa Samal
Last updated: 23 May 2022, 12:47 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।