ଦିଲ୍ଲୀରେ ବସି ପୁରୀର କଥା କହିଲେ ହେବନି। କେବେ ପୁରୀରେ ୨୪ ଘଣ୍ଟା ରବିଛନ୍ତି ସାଂସଦ ମହୋଦୟ? ମୁଁ ଦିଲ୍ଲୀରୁ ଆସି ପୁରୀରେ ବସିଛି, ସେ ଆସୁନାହାନ୍ତି କାହିଁକି?
Published: Pallipuspa Samal
Last updated: 23 May 2022, 12:18 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।