• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man eat 32340 burgers and set world record
୩୨,୩୪୦ ବର୍ଗର ଖାଇ ତିଆରି କଲେ ୱାର୍ଲ୍ଡ ରେକର୍ଡ

ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।

Nepal plane crash
ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା । 

Girls are in ahead in Civil Service Exam
ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ; ପଛରେ ପଡିଲେ ପୁଅ

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।

Minor Boy
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।

Odia family On Board In Nepal Plane Crash
ବିଧିର ବିଧାନ ଥିଲା ଏମିତି: ମର୍ତ୍ତ୍ୟରେ ଅଲଗା, ସ୍ୱର୍ଗରେ ଏକାଠି

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।

VIPs get piority In Puri
ସରକାରୀ ବାବୁଙ୍କ ପାଇଁ ଜଗାକୁ ଦେଖି ପାରିଲେନି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ !

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

Girl executes loot on guise of boy in Puri
ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ ; ଯୁବକ ବେଶରେ ଆସି ଲୁଟିଲେ ଯୁବତୀ

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।

Special story
ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

Asha Ra Aloka - Child suffers when parents lack respect for each other
ବାପା-ମାଆ ଅଲଗା...ହେଲେ ପିଲା ରହିବ କାହା ପାଖରେ?

ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?

Special Story | Yellow-backed chattering lory calls her mommy
ଆଶ୍ଚର୍ଯ୍ୟ...ମାଆକୁ ଚା’ ମାଗୁଛି ଶୁଆ, ଭିଡ଼ିଓ ଭାଇରାଲ

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଟିକିଏ ଡେରି ହେବାରୁ ଏମିତି ମାଆଙ୍କୁ ଚା’ ମାଗୁଛି ଶୁଆ। ସ୍ୱର ଶୁଣିଲେ ଆପଣ ବି ବାରମ୍ବାର ଶୁଣିବେ ଶୁଆର ଏଇ ଡାକ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ...

Special Story - Man turns brother for slum women for Sabitri Brata
ସାବିତ୍ରୀ ସଜ ଧରି ବସ୍ତିରେ ପହଞ୍ଚିଲା ଅଜଣା ଭାଇ, ଭଉଣୀ ଆଖିରେ ଲୁହ, କହିଲା ମୋ ଆୟୁଷ ତତେ ଲାଗୁ

କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ। କହିଥିଲେ, ନିଜ ଭାଇ ନହେଲେବି, ଆମ ଆୟୂଷ ତାକୁ ମିଳୁ।

Special Story - Family postpones marriage to catch fish in Odisha
ଆଶ୍ଚର୍ଯ୍ୟ !! ମାଛ ଧରିବା ପାଇଁ ବିବାହ ତାରିଖ ଘୁଞ୍ଚାଇ ଦେଇଥିଲେ ଏଇ ବ୍ୟକ୍ତି...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...

Special Story - Woman who lives Sabitri every day
ଇଏ ବି ଜଣେ ସାବିତ୍ରୀ: ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ଅଛନ୍ତି ବ୍ୟସ୍ତ....

ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ...ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି....ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ...ଦେଖନ୍ତୁ ଆମର ସ୍ୱତନ୍ତ୍ର ରିପୋର୍ଟ....

Special Story - Odisha girl donates organs to save lives
ସମୃଦ୍ଧି ଯିବାର ୧୨ ଦିନ ହେଲାଣି, ଏବେ ବି ଝୁରି ଝୁରି କାନ୍ଦୁଛି ପରିବାର

ସିଦ୍ଧି ଯିବାର ୧୨ ଦିନ ହେଲାଣି। ତାଙ୍କୁ ଝୁରିଝୁରି କାନ୍ଦୁଛନ୍ତି ବାପା-ମାଆ....ବନ୍ଧୁ ପରିବାର। ଏତେ ଛୋଟ ବୟସରୁ ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ପରୋପକାରୀ ସମୃଦ୍ଧି

OTV News Fuse - Sambit Routray matches steps to Rangabati tune
ନାଚିକି ଉଡ଼େଇ ଦେଲେ ସମ୍ବିତ୍‌: ରଙ୍ଗବତୀ ଗୀତରେ ଗରମ ହେଲା ମାହୋଲ...

ରଙ୍ଗବତୀ କନକଲତା...ଲାଜେ ଲାଜେ ନଇଁ ଯାଉଛି ମଥା। ଷ୍ଟେଜ୍‌ରେ ରଙ୍ଗବତୀ ଗୀତରେ ଅଣ୍ଟା ହଲେଇ ମାହୋଲ ଗରମ କରିଦେଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ନାଚରେ ଏମିତି ହଜିଗଲେ ଯେ....

truck
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ

Special Story
ଆଉ ଜଣେ ସାବିତ୍ରୀ : ୧୨ବର୍ଷ ହେଲା ସ୍ୱାମୀ ଶଯ୍ୟାଶାୟୀ, ଅନବରତ ସେବା କରୁଛନ୍ତି କାଞ୍ଚନ

ଆଜି ନୁହେଁ, ଦୀର୍ଘ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ସାବିତ୍ରୀ ।

The Great Odisha Political Circus - Fatal Odisha roads claim precious lives, souls suffer in hell
କାଳ ହେଲା କଳିଙ୍ଗା : ଘାଟିରେ ବୁଲୁଛି ଭୂତ

କଳିଙ୍ଗା ଜଗିଥିଲା କାଳ। ମରିବା ପରେ ଘାଟିରେ ଏମିତି ବୁଲୁଛି ପ୍ରେତ। କହୁଛି....

Female Doctor Thrusted In Bhubaneswar
ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ ।

Nepal plane crash, 4 missing are Odia
ଧାନ ବିହନ କିଣାରେ ଏ ଡିବିଟି କଣ

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଥିଲା।

Govt rules are changing for farmer day by day
ଧାନ ବିହନ କିଣାରେ ଏ ଡିବିଟି କଣ

ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ ବିଜ୍ଞପ୍ତି ପ୍ୟାକ୍ସ। ଲ୍ୟାମ୍ପସ ଓ ସ୍ୱୀକୃତି ପ୍ରାପ୍ତ ଡିଲର ଧାର୍ଯ୍ୟ ଦରରେ ଚାଷୀଙ୍କୁ ବିହନ ବିକିବାକୁ ଏଥିରେ ଉଲ୍ଲେଖ ରହିଛି।

Govt rules are changing for farmer day by day
ସରକାରଙ୍କ ନୂଆ ନିୟମକୁ ଚାଷୀଙ୍କ ନାପସନ୍ଦ

ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ।

Accident
ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? ରାସ୍ତା ଦୁର୍ଘଟଣାରେ ୧୨ ନଂ ରେ ଓଡ଼ିଶା

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ? 

Accident
କାହିଁକି ଘାଟି ରାସ୍ତାରେ ବାରମ୍ବାର ଆକ୍ସିଡେଣ୍ଟ?

ନିକଟରେ କଳିଙ୍ଗା ଘାଟି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯିବା ପରେ ପ୍ରଶ୍ନ ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? କଳିଙ୍ଗା, ଗଇଲୋ ଅବା କୋରାପୁଟ ସବୁଠି ପ୍ରଶାସନିକ ତ୍ରୁଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ।