Advertisment

ସାବିତ୍ରୀ ସଜ ଧରି ବସ୍ତିରେ ପହଞ୍ଚିଲା ଅଜଣା ଭାଇ, ଭଉଣୀ ଆଖିରେ ଲୁହ, କହିଲା ମୋ ଆୟୁଷ ତତେ ଲାଗୁ

କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ। କହିଥିଲେ, ନିଜ ଭାଇ ନହେଲେବି, ଆମ ଆୟୂଷ ତାକୁ ମିଳୁ।

author-image
Otv Khabar Bureau

Special Story Sabitri Brata
Advertisment
Advertisment