ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ
ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍ଚୁପ୍। ଇଲୋ ଦେଈ....ତୁ ଗୁପ୍ଚୁପ୍ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....
ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?
ପରିକ୍ରମା ନିର୍ମାଣ ଆଇନ ସମ୍ମତ ନା ବେଆଇନ୍?
କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ
ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।
ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।
ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।
ଆଜି ବେଙ୍ଗାଲୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ।
ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।
କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...
ସଙ୍ଗୀନ ଜଗତକୁ ଶକ୍ତ ଝଟ୍କା। ମାତ୍ର ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି...ଜାଣନ୍ତୁ କେବେ କିଏ ବୁଜିଛନ୍ତି ଆଖି....
କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍ ଉପରେ ଦେଖେଇବି...
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିଲା । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....
ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...
ଅନୁଭବଙ୍କ ଅଭିଯୋଗର ଫର୍ଦ୍ଦ ସରୁନି । ଏଥର ଆଉ ଜଣେ ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ ।
ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍। ଭଲ ଫଟୋକୁ ନେଇ ନ୍ୟୁଡ୍ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍ କରି ଏତିକି ଟଙ୍କା କଲେ ଲୁଟ୍...ଦେଖନ୍ତୁ କେମିତି ଥିଲା ପୂରା ଘଟଣା
ଇଏ ଏମିତି ଜଣେ ଡାକ୍ତର। ଦୀନରେ ଜୀବନ ବଞ୍ଚାଉଛନ୍ତି, ରାତିରେ ମାରୁଛନ୍ତି। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଭିନୟ। ଚର୍ଚ୍ଚାରେ ରୁଦ୍ର ନାରାୟଣ
ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଏମିତି ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି...ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି....ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ
ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି।
ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ପଶୁ ଡାକ୍ତରଙ୍କ ପରାମର୍ଷ କ୍ରମେ ଏବେ କରୁଛନ୍ତି କୁକୁଡ଼ା ଚାଷ। ଆଉ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା....
ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ଆଲୋ ଇଏ କଣ? ଭାଇ କୋଉ ସିରପ୍ ପିଇଛନ୍ତି କି? ଉଦୁଉଦିଆ ଖରାବେଳେ ଇଏ କ’ଣ ଏମିତି ରାସ୍ତାରେ ଗଡ଼ୁଛନ୍ତି। ଭାଇଲୋ...କଣ ଏମିତି ପିଇଛ କି? ଜମାରୁ ନିଦ ଛାଡ଼ୁନି...ନାରଣ ଦେଖୁନୁ ୟାଙ୍କ ଅବସ୍ଥା