• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Groom who hit wife in the head on wedding day in Uzbekistan is charged
ଷ୍ଟେଜ୍‌ରେ କନ୍ୟାକୁ ଚାପୁଡ଼ା ମାରିଲା ବର, ଦେଖନ୍ତୁ ଭିଡିଓ...

ବିବାହ ରିସେପ୍‌ସନ ପାର୍ଟିରେ କନ୍ୟାକୁ ଚାପୁଡ଼ା ମାରିଲା ବର, ଆଉ ତା’ପରେ...

Army aspirant kills
ଆର୍ମି ଚାକିରି ପାଇଲେନି, ଜୀବନ ହାରିଦେଲେ.....ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ

ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍‌ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା...ଦେଖନ୍ତୁ ସେଇ ଦୃଦୟ ବିଦାରକ ଦୃଶ୍ୟ...

Rahul School Closed
ସ୍କୁଲ ରାସ୍ତାକୁ ବାଡ଼ ଦେଇ ବନ୍ଦ କରିଦେଲେ ଜମି ମାଲିକ

ଘଟଣାସ୍ଥଳରେ ବିଡିଓ ପହଞ୍ଚି ତଦାରଖ କରିଛନ୍ତି।

 grape farming
ପ୍ରବଳ ଫଳିଛି...ଦୁଆର ମୁହଁରେ ପେନ୍ଥା ପେନ୍ଥା ଅଙ୍ଗୁର ଓହଳିଛି....

ଗରମ ମୌସୁମରେ ବି ଅଙ୍ଗୁର ଚାଷ । ଦୁଆର ମୁହଁରେ ପେନ୍ଥା ପେନ୍ଥା ହୋଇ ଫଳିଛି ଅଙ୍ଗୁର। ଏତେ ମାତ୍ରାରେ ଫଳ ଆସିଛି ଯେ, ଗଛରେ ପତ୍ର ବି ଦେଖାଯାଉନି। ନୂଆପଡ଼ାରେ ନୂଆ କରି ଫଳିଥିବା ଅଙ୍ଗୁରକୁ ଦେଖି ଉତ୍ସାହିତ ଚାଷୀ

Rath Yatra 2022
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ ବୈଠକ ।

 Villagers Face Hardship
ଏମିତି ଏକ ଗାଁ, ଯାହାର ମାଲିକାନା ୨ଟି ବ୍ଲକ ଓ ୩ଟି ପଞ୍ଚାୟତ ଅଧିନରେ

ଏମିତି ଗାଁ ସାରା ରାଜ୍ୟରେ କୋଉଠି ନଥିବ। ଇଏ ଏମିତି ଏକ ଗାଁ ଯାହାର ମାଲିକ ୩ ଗ୍ରାମ ପଞ୍ଚାୟତ ଓ ୨ ବ୍ଲକ୍‌। ସ୍ଥିତି ଏମିତି ହେଲାଣି ଯେ, ସରକାରଙ୍କ କୌଣସି ଯୋଜନା ଏଠିକାର ଲୋକ ପାଉନାହାନ୍ତି...ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗାଁ ଲୋକେ...

CM Naveen Patnaik
ପ୍ରତିନିଧି ଦଳ ସହ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ

ଜୁନ୍ ୨୦ରେ ଇଟାଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Nuapada farmers set example by grape farming
୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର, ଲକ୍ଷାଧିକ ଟଙ୍କା କମାଇ ମାଲାମାଲ୍‌ ଚାଷୀ

ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର। 

Rahul’s family, neighbours awaits his return from hospital
ପାତାଳପୁରରୁ ବାହାରି ଏବେ ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ

ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି।

24 plots brick factory detected in possession of Jaleswar BDO Aswini Das
ବିଡିଓଙ୍କ ଆଖି ଖୋସା ସମ୍ପତ୍ତି: ୨୪ଟି ପ୍ଲଟ୍‌, ଇଟା ଫ୍ୟାକ୍ଟ୍ରି ଓ କୋଟି କୋଟି ଟଙ୍କାର ଘର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ ପରେ ଅମାପ ସମ୍ପତ୍ତିର ଗୁମର ଖୋଲିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ନଗଦ ଟଙ୍କା ସୁନା ଓ ରୁପା ଠାବ ହୋଇଛି।

Army Aspirant
ସ୍ୱପ୍ନ ଥିଲା ଆର୍ମିରେ ଜଏନ୍‌ କରିବା; ହେଲେ ଜୁଇରେ ମିଶିଗଲା ଯବାନ ହେବାର ଆଶା

ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍‌ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା

News Fuse
କୁକୁଡ଼ା ହାତୀର ଚାଲିଛି କବାଡ଼ି ଖେଳ..

ଆଲୋ ଆଲୋ ଇଏ କଣ? ଏ ହାତୀର ମୁଣ୍ଡ ଖରାପ ହୋଇଗଲାଣି ନା କଣ? ଦେଖୁନାହାନ୍ତି କେମିତି କୁକୁଡ଼ାକୁ ଜୋରସୋରରେ ଗୋଡ଼ାଉଛି ହାତୀ...ଇଏ ଆଜି ନାମ ନବରେ ନାରଣ

NDRF Commandant On Rahul Rescue Operation
‘ଶେଷ ୭୨ ଘଣ୍ଟା ଆମେ ଖାଇବା ଛାଡ଼ି ଦେଇଥିଲୁ, ଶୋଉ ନଥିଲୁ’

ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।

Enews
ଗୋରା ପାଦରେ ପାଉଁଜି ଲଗାଇ ଛମ ଛମ୍‌ ନାଚୁଛନ୍ତି ଗୌରୀ...

ରୂପକୁ ଗୁଣ କେଉଁଥିରେ ସେ କମ୍‌ ନୁହନ୍ତି। ଗାଁ ପରିବେଶରେ ବଡ ହୋଇଛନ୍ତି...କେତେବେଳେ ସିଏ କେଉଁଠି ରୁହନ୍ତି ତାହା କାହାକୁ ବି ଜଣାନାହିଁ। ଗୌରୀଙ୍କୁ ଅଟକାଇବାକୁ ସାହସ କାହା ପାଖରେ ନାହିଁ। ଯେତେବେଳେ ଯାହା ମନ କରେ ସେତେବେଳେ ସେ ତାହା କରନ୍ତି। ତୋଫା ଜହ୍ନ ପରି ଗୌରୀଙ୍କ ଚେହେରା...

  • Saturday, 18 June 2022
  • ENews
Man Fulfils Father’s Last Wish
ପୁଅ ହେବ ତ ଏମିତି; ବାପାଙ୍କ ସ୍ମୃତିରେ ତିଆରି କଲେ ପାର୍କ

ପୁଅ ହେବ ତ ଏମିତି। ଗାଁ ଲୋକଙ୍କ ପାଇଁ ପାର୍କ କରିବାକୁ ସ୍ୱପ୍ନ ଦେଖିଥିଲେ ବାପା। କିନ୍ତୁ ଅକାଳରେ ଜୀବନ ଚାଲିଯିବା ପରେ ବାପାଙ୍କ ସ୍ୱପ୍ନକୁ ପୂରଣ କଲେ ପୁଅ। ନିଜ ହାତରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ତିଆରି କରିଦେଲେ ସୁନ୍ଦର ପାର୍କ। ଏବେ ପିଲାଠୁ ବୁଢା ସମସ୍ତେ ଏଇ ପାର୍କରେ ବସି ନେଉଛନ୍ତି ମଜା ।

Protest
ଅଗ୍ନିପଥ ଯୋଜନାକୁ ବିରୋଧ କରି ୬୨ କି.ମି ଦୌଡ଼ିଲେ ଯୁବକ

ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।

Separated conjoined twin Jaga admitted to SCB hospital in Cuttack
SCBରେ ଭର୍ତ୍ତି ହେଲା ଯୋଡ଼ାମୁଣ୍ଡ ଶିଶୁ ଜଗା

ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍‌ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।

Vigilance Raid
ସକାଳୁ ସକାଳୁ ଜଳେଶ୍ୱର ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି। 

Harischandra Sahayata Yojana Scam
ଟଙ୍କା ଖାଇବେ ବୋଲି ଜୀଅନ୍ତା ମଣିଷକୁ ମାରିଦେଲେ ସରକାରୀ ଦସ୍ତାବିଜ୍‌ରେ

ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।

Harischandra Sahayata Yojana Scam
ହରିଶ୍ଚନ୍ଦ୍ର ଯୋଜନା ନାଁରେ ହରିଲୁଟ୍: ଜିଇଁ ଥାଉ ଥାଉ କରାଯାଇଛି ଦାହ ସଂସ୍କାର

ପିଇଓ ଏବଂ ବିଡ଼ିଓ ଏ ସମ୍ପର୍କରେ କେମିତି ଜାଣିପାରିଲେନି ? ନା ଜାଣି ଜାଣି ଅଜଣା ରହୁଛନ୍ତି ?

Expire injection
୧୦ ମାସର ଛୁଆକୁ ଏକ୍ସପାରୀ ଟୀକା ଦେଲେ ଡାକ୍ତର

ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ।

MLA Bijay shankar Das
ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେନି ସବ୍‌ରେଜିଷ୍ଟ୍ରୀ ଅଫିସ୍‌

ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।

Special story
ପୁଅ ହେବ ତ ଏମିତି : ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ଗାଁଲୋକଙ୍କ ପାଇଁ ପାର୍କ ତିଆରି କଲେ ସଞ୍ଜିବ

ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ ।

Elephant
ପୁଣି ପୋଖରୀରେ ଫସିଲା କ୍ଷତାକ୍ତ ହାତୀ !

ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।

Special story
୧୭ ଦିନ ହେଲା ଝିଅ ନିଖୋଜ୍ : ଏସପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲା ମା’

କେନ୍ଦୁଝର ଏସପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୋଲିସ୍‌ ଉଦ୍ଧାର କରିଛି ।