• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story
ଓଡିଶା ମଣ୍ଡି ଅଚଳ : ଆନ୍ଧ୍ର ଉଠାଉଛି ଧାନ

ପ୍ରଶାସନ ଧାନ କିଣୁନି, ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି

Special story
ସରପଞ୍ଚ ହେବ ତ ଏମିତି ! ନିଜ ଟଙ୍କାରେ ପଞ୍ଚାୟତବାସୀଙ୍କ ପାଇଁ କିଣିଲେ ଟ୍ରାକ୍ଟର

ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି

Bank manager duped over lakhs of rupees by cyber fraudsters
ସ୍କ୍ରିନ୍‌ ଶେୟାର କରି ଫସିଗଲେ ବ୍ୟାଙ୍କ କର୍ମଚାରୀ, ସାର୍ଟ କିଣିବା ଚକ୍କରରେ ଚାଲିଗଲା...

 ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

Draupadi Murmu
OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

Tree Cutting
ନିୟମ କାନୁନ ମାନିବାକୁ ନାରାଜ ସରକାର ! ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।

 Special Story
ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍‌ମେଟ୍‌ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ...

Borewell mishap | Rahul Sahu was given a rousing welcome at his village Pihrid in Chhattisgarh
ସୁସ୍ଥ ହୋଇ ମେଡିକାଲ୍‌ରୁ ଘରକୁ ଫେରିଲା ମୃତ୍ୟୁଜୟୀ ରାହୁଲ୍

ସୁସ୍ଥ ହୋଇ ଘରକୁ ଫେରିଲା ଛତିଶଗଡ଼ ପିହରିଡ୍ର ମୃତ୍ୟୁଜୟୀ ବାଳକ ରାହୁଲ୍ । ହସ୍ପିଟାଲ୍‌ଠୁ ଗାଁ ସବୁଠି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ସବୁଠି ଖେଳିଲା ଖୁସି...

Why celebrities commit suicide
କାହିଁକି ଆତ୍ମହତ୍ୟା କରୁଛନ୍ତି ସେଲିବ୍ରେଟି ?

ସିଲ୍କ ସ୍ମିତାଙ୍କଠୁ ନେଇ ସୁଶାନ୍ତ ସିଂ ରାଜପୁତ ଅବା ରାଇମୋହନ...ସଫଳତାର ଶୀର୍ଷରେ ଥାଇ ବି କାହିଁକି ଜୀବନ ହାରୁଛନ୍ତି ସେଲିବ୍ରିଟି...

Utkal University
ଏଣିକି ବାଣୀବିହାରରେ ପଶିପାରିବେ ନାହିଁ ଅଣଛାତ୍ର

ବିଶ୍ୱବିଦ୍ୟାଳୟରେ ଅଣଛାତ୍ରୀଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍....

Special story
ରାଇମୋହନଙ୍କ ଆତ୍ମହତ୍ୟା ପଛର କାରଣ କଣ? ତଦନ୍ତ ପାଇଁ ଘରେ ପହଞ୍ଚିଲା କମିଶନରେଟ ପୋଲିସ

ରାଇମୋହନଙ୍କ ଘରେ କମିଶନରେଟ ପୋଲିସ , ଗତକାଲି ଆତ୍ମହତ୍ୟା କରିଥିଲେ ରାଇମୋହନ

ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳର ଦୃଶ୍ୟ
ଅଲବିଦା ରାଇମୋହନ.. ତୁମେ ମନେ ରହିବ

ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ। ସେ ସିନା ଅକାଳରେ ଚାଲିଗଲେ କିନ୍ତୁ ତାଙ୍କ ଅଭିନୟର ଛାପ ରହିଗଲା, ସବୁଦିନ ପାଇଁ... ଅମର ହୋଇ

Special story
ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମାଆ-ଝିଅ

ଅଚାନକ୍‌ ଫାଟିଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ହୁତୁ ହୁତୁ ନିଆଁ ଜଳିଲା ।

 fake Maoists
ଦୁଇ ନକଲି ମାଓବାଦୀଙ୍କୁ କାବୁ କଲା ପୋଲିସ୍‌ : ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ

ଭୟଭୀତ କରାଇ ଲୋକଙ୍କୁ ଲୁଟୁଥିଲେ ନକଲି ମାଓବାଦୀ, ଗିରଫ କଲା ପୋଲିସ୍ ।

Special story
କିଏ ଗାଏବ କରୁଛି ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟାଙ୍କ ଭତ୍ତା ? ସରକାରୀ କାଗଜରେ ଟଙ୍କା ଉଠୁଛି, ହେଲେ ତାଙ୍କୁ ମିଳୁନି

୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି ।

14 brass idols unearthed at Nahabhanga village in Odisha's Cuttack
ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତ୍ତଳ ମୂର୍ତ୍ତି

କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି ।

Special story
ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ, ହେଲେ ହଠାତ୍‌ ଏପରି ନିଷ୍ପତ୍ତି କାହିଁକି ?

ଭୁବନେଶ୍ୱରସ୍ଥିତ ଆମୋଫୋଇ ସଂସ୍ଥା ସହାୟତାରେ ବିବାହ କରିଥିଲେ ରାଇମୋହନ ।

Begging
ନାତି ପାଇଁ ଆଈ ହାତରେ ଭିକ୍ଷାଥାଳ : କାନ୍ଦି କାନ୍ଦି କହୁଛି, ମୋ ନାତିକୁ ବଞ୍ଚାଇ ଦିଅ..

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି ।

Farming
ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ।

Rahul Sahu
ହସ୍‌ପିଟାଲରୁ ବାହାରିଲା ମୃତ୍ୟୁଞ୍ଜୟୀ ବାଳକ ରାହୁଲ, ଗିଫ୍ଟ ପାଇ ଭାରି ଖୁସି

ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ ।

Anganwadi In Rent House
ଗୋଡ଼ ବୁଲେଇବାକୁ ଜାଗା ନାହିଁ, ଗୋଟିଏ ଘରେ ରୋଷେଇ ସାଙ୍ଗକୁ ପାଠପଢ଼ା

ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର ।

Beggar becomes govt teacher
ଛେଳି ଚରିବାକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିଲା ପାର୍କ !

ସରକାର କେତେ କେତେ ନୂଆ ଯୋଜନା କରୁଛନ୍ତି। ଇଏ ବୋଧେ ସେମିତି ଏକ ଯୋଜନା। ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କଟିଏ ତିଆରି ହୋଇଥିଲା, ଛେଳି ଚରିବାକୁ?

News Fuse
ଆମେ ଶପଥ କରୁଛୁ… ଏଣିକି ନିଶା ଖାଇ ଗାଡ଼ି ଚଲେଇବୁ…

ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…