• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jagatsinghpur Spinning Mill

Jagatsinghpur Spinning Mill
ଋଣ ବଢ଼ି ୪ କୋଟି ଉପରେ; ସୂତା ଖିଅରେ ଝୁଲୁଛି ୧୨ ଶହ ଶ୍ରମିକଙ୍କ ଭବିଷ୍ୟତ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।