Villagers welcome back Jawan
ଗାଁ ଲୋକଙ୍କ ଦେଶପ୍ରେମ। ୨୦ ବର୍ଷ ଆର୍ମି ଚାକିରି ପରେ ଗାଁକୁ ଫେରିଛନ୍ତି ବୀର ଯବାନ। ସ୍ୱାଗତ ପାଇଁ ଗାଁ ଲୋକଙ୍କ ବୋବାଲିଆ ପ୍ରସ୍ତୁତି। ଗାଁରେ ଯବାନ ପହଞ୍ଚୁ ପହଞ୍ଚୁ ଡିଜେ ବଜାଇ ସ୍ୱାଗତ କଲେ, ସୁସଜ୍ଜିତ ରଥରେ ଗାଁ ପରିକ୍ରମା କଲେ। ଶେଷରେ ପିଢା ପକାଇ ହଳଦୀ ପାଣିରେ ଗୋଡ ବି ଧୋଇ ଦେଲେ....ହାତରେ ଦେଲେ ଫୁଲତୋଡା, କାନ୍ଧରେ ଦେଲେ ଉତ୍ତରୀୟ...ସ୍ୱାଗତ ସମ୍ବର୍ଦ୍ଧନା ଦେଖି ସ୍ତବ୍ଧ ହେଲେ ଯବାନ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)