ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?
Published: Pallipuspa Samal
Last updated: 15 July 2022, 02:31 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।