ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବୁଡ଼ି ରହିଛି ମଣିଷ। ଘରେ ପଡ଼ିଥିଲା ଶବ...ପାଖ ମାଡ଼ୁନଥିଲେ ସାହି-ଭାଇ....ଖବର ପାଇବା ପରେ ଜଙ୍ଗଲରୁ କାଠ ସଂଗ୍ରହ କଲେ, ନିଜ କାନ୍ଧରେ ଶବ ନେଇ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ।
Published: Pallipuspa Samal
Last updated: 15 July 2022, 10:25 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।