ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।
ପିଲାଙ୍କୁ ପାଠ ପଢ଼ାନ୍ତି... ପିଲାଙ୍କ ସହ ଖେଳନ୍ତି... ଆଉ ଏ ଛୋଟଛୋଟ ଛୁଆମାନଙ୍କର ଏମିତି ଯତ୍ନ ନିଅନ୍ତି ଦିଦି ଲିଲି ପୁଷ୍ପିକା ଏକ୍କା । ସବୁକିଛି ସରିବା ପରେ ସ୍କୁଲ ହତାରେ ଗଛମାନଙ୍କ ସହ କିଛି ସମୟ ବିତାନ୍ତି । ଏମିତି କଟେ ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକାଙ୍କ ସବୁଦିନଆ ସକାଳ । ଆଉ ତାଙ୍କର ଏହି ସ୍ୱତନ୍ତ୍ର ଜୀବନ ଶୈଳୀ ତାଙ୍କୁ ଆଜି ଏକ ନୂଆ ପରିଚୟ ଦେବାକୁ ଯାଉଛି । କାରଣ ସ୍ୱାଧୀନତା ଦିବସରେ ଦିଲ୍ଲୀ ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପାଖକୁ ଚିଠି ଆସିଛି ।
ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।
ସାବାସ୍ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...ସାବାସ୍ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...
ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।