Advertisment

ଗୃହକୁ ଆସୁନାହାନ୍ତି ଖାଲି ଘରେ ବସି ଭର୍ଚୁଆଲରେ ମୁହଁ ଦେଖାଉଛନ୍ତି ନବୀନ ବାବୁ

ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍‌....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର

author-image
Pallipuspa Samal
ଅଦ୍ୟତନ ହୋଇଛି

ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍‌....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର

Advertisment
Khola Katha Otv
Advertisment
Advertisment