• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

PNB Agriculture Officer
ରାତିରେ ଘରକୁ ଫେରୁଥିଲେ, ହଠାତ୍‌ ଗାଏବ ହୋଇଗଲେ

ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।

Hirakud Gate
ଖୋଲିଲା ହୀରାକୁଦ ଜଳଭଣ୍ତାରର ୫ଟି ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି।

Hundreds of Aadhaar cards found dumped in Gajapati,
ଲୋକଙ୍କୁ ନଦେଇ ମାଟି ତଳେ ପୋତି ଦେଲେ ଶହ ଶହ ଆଧାର କାର୍ଡ

ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। 

Wife resorts to begging for treatment of husband
ସ୍ୱାମୀକୁ ବଞ୍ଚାଇବାକୁ କାନି ପାତି ଭିକ ମାଗୁଛି ସ୍ତ୍ରୀ...ଭୋ ଭୋ ହୋଇ କାନ୍ଦି କହୁଛି, ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର...

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ। ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ। ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ...ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ। ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର...ଅକ୍ଷୟଙ୍କୁ ବଞ୍ଚାଇ ଦିଅ

Missing brother returned home
୨୦ ବର୍ଷ ପରେ ଘରକୁ ଫେରିଲା ଭାଇ...ଆଜି ରାକ୍ଷୀ ବାନ୍ଧିବ ଭଉଣୀ...

ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବରଂ ୨୦ ବର୍ଷ ପରେ ଘରକୁ ଫେରିଲା ଭାଇ... ଆଜି ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

News Fuse
ସହଜେ ଗଲେନି...ସୁରଙ୍କୁ ଟେକି ନେଲା ପୋଲିସ୍‌...

ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?

Lord Lingaraj continues to remain hungry
ଖାଡ଼ା ଉପାସରେ ବାବା ଲିଙ୍ଗରାଜ

ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି ବାବା ଲିଙ୍ଗରାଜଙ୍କ କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ। 

Man uses dating app tinder to find sister
ଡେଟିଂ ଆପ୍‌ରୁ ପାଇଗଲେ ୨ ଭଉଣୀ; ଖୁସି କହିଲେ ନ ସରେ

ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍‌ ଖୋଜନ୍ତି ସେହି ଆପ୍‌ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍‌ଧାମ୍‌ରେ ପାଳିବେ ରାଖୀ ପୂର୍ଣ୍ଣିମା।

Farming
ଧୋକା ଦେଲା ବର୍ଷା, କେନାଲ ଦେଲାନି ପାଣି; ହିଡ଼ ମୁଣ୍ତରେ ବସି କାନ୍ଦୁଛି ଚାଷୀ

ବର୍ଷା ଦେଲା ଧୋକା। ଠିକ୍‌ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ।

Elephant Destroy Home
'ରେଞ୍ଜର ବାବୁ ହାତୀ ଆମ ଘର ଭାଙ୍ଗିଦେଲା, ମୁଁ ତୁମ ଅଫିସ୍‌ରେ ରହିବି'

ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍‌ରେ ତାଲା ପକାଇ ପଳାଇଲେ କର୍ମଚାରୀ।

Cuttack Indoor Stadium
ପଦାରେ ପଡ଼ିଲା ଇଣ୍ଡୋର ଷ୍ଟାଡିୟମ୍‌ ବିକଳ ଚିତ୍ର, କେନ୍ଦ୍ର ଗୃହମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସଭା ଛାତରେ ପଡ଼ିଥିଲା ପାଲ

ବର୍ଷାରୁ ରକ୍ଷା ପାଇଁ ଷ୍ଟାଡିୟମ ଛାତରେ ପଡ଼ିଥିଲା ଜରି ପାଲ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତାପ୍ରାପ୍ତ ସ୍ଥଳର ବିଳକ ଚିତ୍ରକୁ ନେଇ ବଢୁଛି କ୍ଷୋଭ ।

Adani Group
କାଶୀପୁରରେ ହେବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ, ୭୫ ହଜାର କୋଟି ଖର୍ଚ୍ଚ କରିବ ଆଦାନୀ

କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ । 

Secretariate
କଡ଼ା ପଦକ୍ଷେପ ! ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।

Toys Making
ଜୀବନ ବଦଳାଇ ଦେଲା କଣ୍ଢେଇ, ଏବେ ମାସକୁ ରୋଜଗାର ୨୦ ହଜାର..

ଦିନେ ମୂଲମଜୁରୀ ଲାଗୁଥିଲେ, ଦାଦନ ବି ଯାଉଥିଲେ। କିନ୍ତୁ ଏମାନଙ୍କ ଜୀବନ ବଦଳାଇ ଦେଲା କଣ୍ଢେଇ...ଏମିତି ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରି ମାସକୁ ରୋଜଗାର କରୁଛନ୍ତି ୨୦ ହଜାର

Ration card holder in trouble
କେନ୍ଦ୍ରର ବଡ଼ ନିଷ୍ପତ୍ତି, ୭୦ ଲକ୍ଷ ହିତାଧିକାରୀଙ୍କ କଟିବ ରାସନକାର୍ଡ, ଜାଣନ୍ତୁ ଆପଣଙ୍କ...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏତିକି ଦିନ ମଧ୍ୟରେ ୭୦ ଲକ୍ଷ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ। ଜାଣନ୍ତୁ ଆପଣଙ୍କ କାର୍ଡ ସୁରକ୍ଷିତ କି ନାହିଁ...

Special story
ଜିଆରଏସ୍ ନିଖୋଜ : ସୋମବାର ରାତିରୁ ମିଳୁନି ପତ୍ତା,ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଗଡ଼ାଉଛନ୍ତି ପତ୍ନୀ

କୁଆଡ଼େ ଗଲେ ଜିଆରଏସ୍ ? ଖୋଜି ଖୋଜି ନୟାନ୍‌ ହୋଇଗଲେଣି ତାଙ୍କ ପତ୍ନୀ ।

Special story
ପ୍ରିୟ ବିଡିଓଙ୍କ ପାଇଁ ଲୋକଙ୍କ ଆଖିରେ ଲୁହ : ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ସ୍ଥିତି

ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ଲୋକେ ବିଦାୟ ଦେଇଛନ୍ତି ।

Special story
ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

କଟକ ସିଡିଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

Mukesh Ambani
ଏଇଥି ପାଇଁ ୨ ବର୍ଷ ହେଲା ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ

ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।

News Fuse
ଇଲୋ ଇଲୋ...ଇଏ କଣ କଂଟା ବାଡ଼ରେ ଚଢିଗଲେ ଶରତ...ଆଉ ପ୍ରସାଦ ଧକ୍କା ଖାଇ ଖାଇ...

ଇରେ ଦେଖ୍‌। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍‌ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?

Men doing stunts on bulldozer
ବୁଲ୍‌ଡୋଜର ତିଆରି କରୁଛି ଆମ୍‌ଲେଟ୍ ଆଉ ଦେଉଛି ଷ୍ଟଣ୍ଟ୍

ଭାଇରାଲ୍ ହେଉଛି ବୁଲ୍‌ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।

accident
ଜଗା ଦର୍ଶନ ଅଧାରେ ରହିଲା : ଓଲଟିଲା ପର୍ଯ୍ୟଟକ ବସ୍, ୨୬ ଆହତ

ବସ ଦୁର୍ଘଟଣାରେ ୨୬ ଆହତ , କିପିରି ହେଲା ଦୁର୍ଘଟଣା ?

Man fix brush on gun to use as electric toothbrush
ବନ୍ଧୁକରେ ତିଆରି ହେଲା ଟୁଥ୍ ବ୍ରଶ୍, ଟ୍ରିଗର ଦାବିଲେ ଦାନ୍ତ ସଫା

ଅଜବ ଯୁଗାଡ। ବନ୍ଧୁକରେ ତିଆରି ହେଇଛି ଦାନ୍ତ ଘଷା ବ୍ରଶ। ଟ୍ରିଗର ଦାବିଲେ କରିଦେଉଛି ଦାନ୍ତ ସଫା।

NASA warns as giant asteroid may hit earth on 18 august
NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ!

ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍‌କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।

Heavy Rain
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।