Advertisment

ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା

ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା।  ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର।

author-image
Chandan Shishu

ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା।  ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର। ଆଉ ଏଥିପାଇଁ ମାର୍କେଟରେ ତ୍ରିରଙ୍ଗା ସହ ଦେଖିବାକୁ ମିଳୁଛି ରିଷ୍ଟ ବ୍ୟାଣ୍ଡ, ବ୍ରେସଲେଟ ଏବଂ ବିଭିନ୍ନ ପ୍ରକାରର ଟୋପି ଯାହାକୁ ଅତି ଯତ୍ନର ସହ କିଣି ନେଉଛନ୍ତି ଗ୍ରାହକ। 

Advertisment
Har Ghar Tiranga
Advertisment
Advertisment