• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

SuryaMahal
ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ

ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।

Women take out march in protest against liquor business and drinkers in Gajapati district
ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।

Spirit of girl
‘ମୋ ମାଆକୁ ଟିକେ ଦେଖିବି... ମତେ ସେମାନେ ମାରିଦେଲେ’

ପ୍ରେତାତ୍ମା କାନ୍ଦୁଛି। କାନ୍ଦି କାନ୍ଦି କହୁଛି ହତ୍ୟା କାହାଣୀ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ଗତ ମାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହତ୍ୟା ଘଟଣା ପରେ ଗାଁରେ ଏବେ ଆଉ ଜଣେ ଯୁବତୀଙ୍କଠାରେ ମୃତ ଛାତ୍ରୀର ପ୍ରେତାତ୍ମା ଲାଗିଛି ବୋଲି ଲୋକେ କହୁଛନ୍ତି। ଏମିତି ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେଉନାହୁଁ।

Subarnarekha flood
ଘରେ ପାଣି, ମୁଁ ଉପରେ ଜଗି ବସିଛି

ଜୀବନ ବେଳେ ବେଳେ ଏମିତି କଷ୍ଟ ଭୋଗେ। ପାଣି ଘେରରେ ଥାଇ ବି ପିଇବାକୁ ମୁନ୍ଦେ ପାଣି ମିଳେ ନାହିଁ। ଜନିଷପତ୍ର ଧରି ଆଜବେଷ୍ଟର୍ସ ଉପରେ ବସିବାକୁ ପଡ଼ିପାରେ... ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲାର

patient carried on tractor
ଟ୍ରାକ୍ଟର ଡାଲାରେ ଖଟିଆ, ଖଟିଆ ଉପରେ ରୋଗୀ !

ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !

Protest
ପାଠ ପଢ଼ିବେ କଣ, ସ୍କୁଲ ଆଗରେ ବିକୁଛନ୍ତି ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ୍, ହେଲେ କାହିଁକି ?

ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ।

Boy Dies
ସାଙ୍ଗମାନଙ୍କ ସହ ଖେଳିବାକୁ ଗଲେ, ବାଲିରେ ପୋତି ହୋଇଗଲେ

ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ ।

Anubhav-Varsha marital discord: Hearing of Varsha Priyadarshini's petition in Orissa HC deferred
ଅନୁଭବଙ୍କୁ ଆଶ୍ୱସ୍ତି, ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଲା

ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ। 

Human Skeleton Remains Found At Sea Beach In Konark
ସମୁଦ୍ର କୂଳରୁ ମିଳିଲା ମଣିଷ କଙ୍କାଳ, ପାଖରେ ପଡ଼ିଛି ଏମିତି ଜିନିଷ...

ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Worlds biggest cheeks woman now grows horns
ମନକୁ ପାଇଲା ନାହିଁ ‌ଈଶ୍ୱରଦତ୍ତ ଚେହେରା; ବଦଳେଇ ଏମିତି କରିଦେଲେ

ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।

3 pet snakes make a person poor
ସାପ ପାଳିବା ମହଙ୍ଗା ପଡିଲା; କାଙ୍ଗାଳ ହେଲେ, କେସ୍ ନେଲେ

ନିଜର ଶୌକ ପାଇଁ ଅନେକ ଜୀବ ଜନ୍ତୁ ପାଳନ କରନ୍ତି। ଏହି ଶୌକ ଏମିତି ହୋଇଯାଏ ଯେ ଏନେଇ ଲୋକେ ପାନି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଜଣେ ବ୍ୟକ୍ତି ସାପ ପାଳି କାଙ୍ଗାଳ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା…

Smart City BMC
୨ ସପ୍ତାହ ହେଲା ଅଳିଆ ପାହାଡ଼ରେ ଛିଡ଼ା ହୋଇଛି ଭୁବନେଶ୍ୱର

ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ BMC କହୁଛି- ସମସ୍ୟା ନାହିଁ ସମାଧାନ ସରିଛି। ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ।

Smart City BMC
ସ୍ମାର୍ଟସିଟିରେ ଆବର୍ଜନାକୁ ନେଇ ସଙ୍ଗୀନ ସ୍ଥିତି, ୨ ସପ୍ତାହ ହେଲା ଉଠୁନି ଅଳିଆ

ବିଏମ୍‌ସିର ପରିଚାଳନା ତ୍ରୁଟିରୁ ଲୋକେ ଅଣନିଶ୍ୱାସୀ ଅଭିଯୋଗ । ମହାନଗର ନିଗମ କହୁଛି ସମସ୍ୟାର ହୋଇ ସାରିଛି ସମାଧାନ ।

  • Thursday, 25 August 2022
  • BMC
 AIIMS Bhubaneswar
କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ?

ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ କାହା ନାଁରେ ନାମିତ ହେବ ତାକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ନାମକରଣକୁ ନେଇ ଏଣେ ତେଜିଛି ରାଜନୀତି।

IAS-IPS-IFS
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା ! IAS-IPS-IFSଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ସୁରେଶ ମହାପାତ୍ରଙ୍କର ହୋଇଛି ୨ଥର କାର୍ଯ୍ୟକାଳ ବୃଦ୍ଧି । ଦେବୀଦତ୍ତ ବିଶ୍ୱାଳଙ୍କ ପୋଷ୍ଚିଂ ପରେ ପାଓ୍ୱାର କରିଡରରେ ଚର୍ଚ୍ଚା ।

Odisha power corridor
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା !

ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା! କାହିଁକି ଜଣେ ଅଫିସରଙ୍କୁ ମିଳୁଛି ବାରମ୍ବାର ଏକ୍ସଟେନସନ୍ ? ସିନିୟରଙ୍କୁ ଅଣଦେଖା କରି ଜୁନିୟରଙ୍କୁ କାହିଁକି ଦିଆଯାଉଛି ନିଯୁକ୍ତି? ଟପ୍ ପୋଷ୍ଟରେ ନିଯୁକ୍ତି ବେଳେ ଦକ୍ଷତା ନା ଆନୁଗତ୍ୟକୁ ମିଳୁଛି ଗୁରୁତ୍ୱ?

Stop School Bus
'ଆମକୁ ବସ୍‌ରେ ସ୍କୁଲ୍‌ ନିଅ, ନହେଲେ ବସ୍‌ ଗଡ଼ିବନି'

ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ରାସ୍ତା ଉପରେ ବସିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

Tree Log
ବର୍ଷାରେ ଧୋଇ ହୋଇଗଲା ଆପ୍ରୋଚ୍‌ ରୋଡ୍‌; ଏବେ କାଠଗଣ୍ତି ହିଁ ଭରସା

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା।

ଯେମିତି ହେଲେ ଯିବାକୁ ତ ପଡ଼ିବ...
ବନ୍ୟା ପରର ବିଭୀଷିକା...ଦେଖିବା କିଛି ଝଲକ୍...

ବନ୍ୟା ଛାଡ଼ିଗଲାଣି। ଲୋକେ ବି ଘର ବାହୁଡ଼ା ହେଲେଣି। କିନ୍ତୁ ବନ୍ୟା ପରର ଦୃଶ୍ୟ ଏବେ ବି ହୃଦୟ ବିଦାରକ। କୋଉଠି ବିପଜ୍ଜନକ ଭାବେ ଲୋକେ ଭଙ୍ଗା ପୋଲ ପାର ହେଉଛନ୍ତି ତ ଆଉ କୋଉଠି ପାଣିରେ ବୁଡ଼ିଥିବା ଧାନ ବିଲରୁ ଚାଷୀଟିଏ ଧାନ ଗଛକୁ ଅଣ୍ଡାଳି ହଉଚି।

La Russie-Amérique
ଆତଙ୍କବାଦୀକୁ ନିପାତ କରିବାକୁ ପଣ କରିଛନ୍ତି ଋଷ-ଆମେରିକା

ଅତୀତରେ ଅନେକ ଆତଙ୍କ ଦେଖାଇଛି ଆଇଏସ୍ ଆତଙ୍କବାଦୀ ସଂଗଠନ। ୨୦୧୫ରେ ପ୍ୟାରିସ୍ ଆକ୍ରମଣକୁ ଦେଖି ସବ୍ଧ ହୋଇଯାଇଥିଲା ବିଶ୍ୱ। ଏବେ ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଆଗେଇ ଆସିଛନ୍ତି ଋଷ-ଆମେରିକା...

Drowning
ବୁଡ଼ି ଯାଉଥିଲେ ୩ ପିଲା; ୨ ଜଣଙ୍କୁ ଉଦ୍ଧାର କଲେ ବାପା, ହେଲେ ଜଣଙ୍କୁ..

୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର କଲେ ।

Above 1 Crore Money collected From Donation Box Of Maa Majhighariani Temple In Rayagada
ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ବାହାରିଲା ୧ କୋଟିରୁ ଅଧିକ ଟଙ୍କା

ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସଂଗ୍ରହ ହୋଇଛି। ଏହାସହ ସୁନା ଓ ରୁପା ମଧ୍ୟ ସଂଗ୍ରହ ହୋଇଛି।

Teacher found drunk on duty in Keonjhar Adarsha Vidyalaya
ଆଦର୍ଶ ସ୍କୁଲର ମଦ୍ୟପ ଗୁରୁ ! ପ୍ରଶ୍ନର ଉତ୍ତର ନଦେବାରୁ ଷ୍ଟିଲ୍‌ ପାଇପ୍‌ରେ ଛାତ୍ରଙ୍କୁ ପିଟି ଚାଲିଲେ

ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍‌ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।

Pourquoi ISIS
ଆଇଏସ୍ ଆତଙ୍କବାଦୀ ସଂଗଠନ କାହିଁକି ?

ସବୁବେଳେ ଆତଙ୍କବାଦୀ ସଂଗଠନ ଆଇଏସ ନାଁକୁ ନେଇ ଚର୍ଚ୍ଚା। କଥା ଉଠିଲେ ଥରହର ହୋଇଉଠେ ବିଶ୍ୱ। ତେବେ ଆଇଏସ ପ୍ରତିଷ୍ଠା ପଛରେ କଣ ରହିଛି ଉଦ୍ଦେଶ୍ୟ?

Cyber Crime
ଅଫର୍ ମିଳିଲା ପାଞ୍ଚ ଲକ୍ଷ, ଲୋଭ ପାଇଁ ସର୍ବସ୍ୱାନ୍ତ !

ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...