/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661422223.jpg)
ଯେମିତି ହେଲେ ଯିବାକୁ ତ ପଡ଼ିବ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661422223.jpg)
1/5
ଯେମିତି ହେଲେ ଯିବାକୁ ତ ପଡ଼ିବ : ଏ ଦୃଶ୍ୟ ହେଉଛି ବାଲିଗୁଡ଼ାର। ଲୋକେ କାଠଗଣ୍ଡି ପକାଇ ବିପଜ୍ଜନକ ଭାବେ ପୋଲ ପାର ହେଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661422420.jpg)
2/5
ଏ ଦୃଶ୍ୟ ବି ଦେଖନ୍ତୁ, ଲୋକଟି ସାଇକେଲ ଧରି କେମିତି ଅବସ୍ଥାରେ କାଠଗଣ୍ଡି ଉପରେ ଆସୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661422600.jpg)
3/5
ଆଉ ଉପାୟ କ’ଣ...ଏବେ ଭଙ୍ଗାଘର ସଜାଡ଼ିବାର ବେଳ...। ବନ୍ୟା ପରେ ବାଙ୍କୀ ଅଞ୍ଚଳର ଦୃଶ୍ୟ ଏବେ ଏମିତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661422736.jpg)
4/5
ବନ୍ୟା ସିନା ଛାଡ଼ିଗଲାଣି, ଜଳେଶ୍ୱର ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ଏବେ ବି ପାଣି ଜମି ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661423065.jpg)
5/5
ଚାଷୀଟିଏ ପାଣିରେ ବୁଡ଼ିଥିବା ଜମିରୁ ଧାନଗଛ କାଢ଼ି ଦେଖାଉଛି। ବର୍ଷଯାକର ଝାଳବୁହା ଶ୍ରମ ଏଇ ପାଣିରେ ହିଁ ମିଳେଇଗଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)