ଡଷ୍ଟବିନ୍ ଏପରି ଏକ ଜିନିଷ ଯାହାକି ପ୍ରତି ଘରେ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନ୍ରେ ମଧ୍ୟ ବାସ୍ତୁ ଦୋଷ ରହିଥାଏ। ଏଥିପାଇଁ ଘରେ ଡଷ୍ଟବିନ୍ ରଖିବା ବେଳେ ଏହା ଜାଣିବା ଜରୁରୀ ଯେ ଡଷ୍ଟବିନ୍କୁ କେଉଁ ଦିଗରେ ରଖାଯିବ।
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।