• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

'World's dirtiest man'
ଆଶ୍ଚର୍ଯ୍ୟ !! ଗାଧୋଇଲେ ବୋଲି ଚଲିଗଲା ଜୀବନ !

ଆଶ୍ଚର୍ଯ୍ୟ ଲାଗିଲେ ବି ସତ !! ଇଏ ଏମିତି ଜଣେ ବ୍ୟକ୍ତି ଯିଏ ଗାଧୋଇଲେ ବୋଲି ହରାଇଲେ ପ୍ରାଣ....

  • Friday, 28 October 2022
Accident at Khallikot
ବାଇକ୍‌ରେ ଯାତ୍ରା ଦେଖି ଯାଉଥିଲେ ୫ ସାଙ୍ଗ , ପିଟି ଦେଲା ଟ୍ରକ

ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା । ୫ ଜଣ ସାଙ୍ଗ ଛିଟିକି ପଡିଲେ।

Elephant
ବଣରେ କମ୍ବିଂ ଅପରେସନ୍‌, ଗାଁରେ ହାତୀଙ୍କ ଉତ୍ପାତ

ଲାଲ୍‌ଗଡରେ ମାତିଲେ ହାତୀ। ଯାହାକୁ ଦେଖିଲେ ତାକୁ କଚାଡି ମାରିଲେ...ହାତୀଙ୍କ ଉତ୍ପାତ ସମ୍ପର୍କରେ ବାରମ୍ବାର ବନବିଭାଗକୁ ଖବର ଦେବା ପରେ ବି ଗାଁକୁ ଆସୁନାହାନ୍ତି କେହି। କାରଣ ମାଓବାଦୀଙ୍କୁ ସମସ୍ତଙ୍କ ଡର...ଦିନରେ କେବଳ ସଚେତନ କରି ବସୁଛି ପ୍ରଶାସନ

Filmmaker Kamal Mishra
ସ୍ୱାମୀର କଳାକାରନାମା ସ୍ତ୍ରୀ ଦେଖିଦେବାରୁ କାର୍‌ ଚଢାଇ ଦେଲା ସ୍ୱାମୀ

ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟ ଯୁବତୀଙ୍କ ସହ ବୁଲୁଥିଲେ ଫିଲ୍ମ ନିର୍ମାତା। ସ୍ୱାମୀଙ୍କ ସତ ଜାଣି ଦେବାରୁ ସ୍ତ୍ରୀ ଉପରେ ଏମିତି କାର୍‌ ଚଢାଇ ଦେଲେ ସ୍ୱାମୀ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

  • Friday, 28 October 2022
Barsha Anubhav Marital Discord
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ଶାଶୂ ଘର ଚାବି ତୁରନ୍ତ ଫେରାଅ

ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ।  ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

brokers at Government Hospitals
ସାବାଡ୍ ହେବେ ଦଲାଲ ! ସରକାରୀ ମେଡିକାଲରେ ଦଲାଲରାଜ୍ ରୋକିବାକୁ ସରକାର ତତ୍ପର

ସମସ୍ତ ସରକାରୀ ମେଡିକାଲର ମୁଖ୍ୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

Lady blackmailer Archana
ଗିରଫ ପରେ ବି...ଭାରି ମୁହଁଖୋର୍‌ ଲେଡି ବ୍ଲାକ୍‌ମେଲର

୧୫ ଦିନ ଜେଲ୍‌ରେ ରହିଲେଣି ହେଲେ ଏବେ ବି ଫଁ ଫଁ ହେଉଛନ୍ତି ଅର୍ଚ୍ଚନା ନାଗ। କୋର୍ଟ ସାମ୍ନାରେ ଗଣମାଧ୍ୟମକୁ ଦେଲେ ଦୋଷ। କହିଲେ, ବିନା ତଥ୍ୟ ପ୍ରମାଣରେ ମୋ ନାଁରେ ହେଉଛି ଖବର ପରିବେଷଣ...

STA Odisha
ଏଣିକି ମୋ ସେବା କେନ୍ଦ୍ରରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA

BJP takes a dig at Habishyalis
ଝୁଲି ଝୁଲି ଆସେ ନବୀନ ନାଗର...ଆଲୋ ଇଏ କି କୀର୍ତ୍ତନ?

ଆଲୋ ଆଲୋ ବିଜେପିର କଣ ହେଲା କି? ଇଏ କଣ ହରିନାମ ସଂକୀର୍ତ୍ତନ ବଦଳରେ ନବୀନଙ୍କ ନାମରେ କଲେଣି ସଂକୀର୍ତ୍ତନ?

Kedarnath Survivors
ଆମେ ଫେରିବୁ ବୋଲି ଭାବିନଥିଲୁ...

ଆମେ ସମସ୍ତେ କେଦାରନାଥ ଯାଇଥୁଲି, ହଠାତ୍ ଦୁର୍ଘଟଣା ହେଲା। ଆମକୁ ସମସ୍ତେ ଫୋନ୍ କରୁଥିଲେ, ଆମେ ବଡ଼ କଷ୍ଟରେ ଫେରିଲୁ। ଶୁଣନ୍ତୁ କେଦାରନାଥରୁ ଫେରିଥିବା ଯାତ୍ରୀମାନେ କେମିତି କହୁଛନ୍ତି ସେଦିନର ସେଇ ଭୟଙ୍କର କାହାଣୀ

Habisyalis
ହବିଷ୍ୟାଳୀଙ୍କ ‘ନବୀନ ବନ୍ଦନା’; ବିରୋଧି କହିଲେ ପ୍ରଶାସନ ଲେଖିଛି, ଚାପରେ ବୋଲାଯାଇଛି

ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।

Solar Eclipse
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ

ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।

Solar Eclipse
ହେତୁବାଦୀଙ୍କ ଚିକେନ୍ ବିରିୟାନୀ ଖିଆକୁ ନେଇ ତେଜୁଛି ବିବାଦ ! କଡ଼ା ଆପତ୍ତି ଜଣାଇଲେ ଶଙ୍କରାଚାର୍ଯ୍ୟ

ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।

Jharkhand woman's death
ଝାଡ଼ଖଣ୍ଡ ମହିଳାଙ୍କୁ ଭୁବନେଶ୍ୱରରେ ହତ୍ୟା! କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗରେ ଥାନା ଘେରାଉ

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।

Fake Doctor arrested for allegedly treating patients without license
ମଣିଷ ମରା ନକଲି ଡାକ୍ତର: ବର୍ଷ ବର୍ଷ ଧରି ଚିକିତ୍ସା କରୁଥିଲେ, କେହି ଟେର୍‌ ବି ପାଉନଥିଲେ...

ବେଆଇନ୍‌ କ୍ଲିନିକ୍‌ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।

nurse death case
ଧରା ପଡିଗଲା ଶାଶୂଙ୍କ ସକସକ ପଛର ସତ...

ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?

  • Thursday, 27 October 2022
 family seeks help
ସ୍ୱାମୀ ମେଡିକାଲରେ...କାନ୍ଦି କାନ୍ଦି ଚେତା ହରାଉଛି ସ୍ତ୍ରୀ, ହାତପାତି ମାଗୁଛି ସାହାଯ୍ୟ

ମେଡିକାଲ ବେଡ୍‌ରେ ଶୋଇଛି ସ୍ୱାମୀ। ଛୁଆକୁ କୋଳରେ ଧରି ଭୋଭୋ କାନ୍ଦୁଛି ସ୍ତ୍ରୀ...ଚେତା ବି ହରାଇ ଦେଉଛି। ରୋଜଗାରିଆ ପୁଅ କଥା ଶୁଣିଲା ବେଳକୁ ମାଆର ପାଟି ଖନି ମାରିଦେଉଛି। ସେପଟେ ବାପା କେବେ ଆସିବ ବୋଲି ପ୍ରଶ୍ନ କରୁଛି କୁନି ପୁଅ.

  • Thursday, 27 October 2022
News Fuse
ବୈଠକରେ ଚେୟାରମ୍ୟାନ-କାଉନସିଲର ତୁ ତୁ ମେଁ ମେଁ

ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍‌ ୟୁ? ବାସ୍‌ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?

Drone Will Be Used To Guard Chilika And Bhitarkanika
ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍‌ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Handicap man playing cricket doing bowling
ଆଶ୍ଚର୍ଯ୍ୟ କରୁଛି ଦିବ୍ୟାଙ୍ଗଙ୍କ ଦମଦାର ବୋଲିଂ

ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।

Dhauli
ମନଇଚ୍ଛା ଆସିଲେ, ଗଛ କାଟିଦେଲେ...ଏସବୁ ଜମା ଭଲ ହେଉନି

ମନଇଚ୍ଛା ଆସିଲେ, ଗଛ କାଚିଦେଲେ...ଏସବୁ ଜମା ଭଲ ହେଉନି

  • Wednesday, 26 October 2022
  • Dhauli
HSRP
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।

Suicide
ମୁଁ ଆଉ ବଂଚିବାକୁ ଚାହୁଁନି...ଧନ ତୁମେ ଖୁସିରେ ରୁହ...

ଧନ ତୁମେ ଖୁସିର ରୁହ। ମୁଁ ଆଉ ବଂଚିବାକୁ ଚାହୁଁନି...ବାସ୍‌ ଏମିତି ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ...ସେପଟେ ପରିବାର ଲୋକ କହିଲେ....

Orissa High Court Rejects Plea Of Former Advocate General Ashok Mohanty
ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଝଟ୍‌କା

ଚିଟ୍‌ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

black strip in tigers skin
କାହିଁକି ଥାଏ ବାଘ ଶରୀରରେ କଳା କଳା ଦାଗ; ସାମ୍ନାକୁ ଆସିଲା ବିଜ୍ଞାନ ସମ୍ମତ କାରଣ

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?