ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟ ଯୁବତୀଙ୍କ ସହ ବୁଲୁଥିଲେ ଫିଲ୍ମ ନିର୍ମାତା। ସ୍ୱାମୀଙ୍କ ସତ ଜାଣି ଦେବାରୁ ସ୍ତ୍ରୀ ଉପରେ ଏମିତି କାର୍ ଚଢାଇ ଦେଲେ ସ୍ୱାମୀ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
Published: Pallipuspa Samal
Last updated: 28 October 2022, 12:06 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।