ଆମେ ସମସ୍ତେ କେଦାରନାଥ ଯାଇଥୁଲି, ହଠାତ୍ ଦୁର୍ଘଟଣା ହେଲା। ଆମକୁ ସମସ୍ତେ ଫୋନ୍ କରୁଥିଲେ, ଆମେ ବଡ଼ କଷ୍ଟରେ ଫେରିଲୁ। ଶୁଣନ୍ତୁ କେଦାରନାଥରୁ ଫେରିଥିବା ଯାତ୍ରୀମାନେ କେମିତି କହୁଛନ୍ତି ସେଦିନର ସେଇ ଭୟଙ୍କର କାହାଣୀ
Published: Sarbeswar
Last updated: 27 October 2022, 10:21 PM IST
ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।