୧୫ ଦିନ ଜେଲ୍ରେ ରହିଲେଣି ହେଲେ ଏବେ ବି ଫଁ ଫଁ ହେଉଛନ୍ତି ଅର୍ଚ୍ଚନା ନାଗ। କୋର୍ଟ ସାମ୍ନାରେ ଗଣମାଧ୍ୟମକୁ ଦେଲେ ଦୋଷ। କହିଲେ, ବିନା ତଥ୍ୟ ପ୍ରମାଣରେ ମୋ ନାଁରେ ହେଉଛି ଖବର ପରିବେଷଣ...
Published: Pallipuspa Samal
Last updated: 28 October 2022, 10:17 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।