ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା। ମାମଲା ଏବେ ପହଞ୍ଚିଲାଣି କୋର୍ଟରେ। ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।