• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man has 2  toes amputed 30 operation and 4 weeks coma after being bitten by mosquito
ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

Son harasses father
ପାଇଖାନା ପାଇଁ ବାପ-ପୁଅ ଠେଲାପେଲା....

ଘର ନୁହେଁ ପାଇଖାନା ପାଇଁ ବାପ-ପୁଅଙ୍କ ଭିତରେ ଲାଗିଛି କଳି। ବୁଢା ବାପାଙ୍କୁ ପାଇଖାନା କରାଇ ଦେଉନି ପୁଅ...ମିସ୍ତ୍ରୀ ଆସିଲେ ନାଲିଆଖି ଦେଖାଉଛି, କେତେବେଳେ ପୁଣି ଗୋଡାଉଛି। ପାଇଖାନା ପାଇଁ ଥାନାରେ ପହଞ୍ଚିଲେ ବାପା

Nata Mandapa
ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ନାଟମଣ୍ଡପ ? IITର ବିଶେଷଜ୍ଞଙ୍କ ସହ ସ୍ଥିତି ଯାଞ୍ଚ ପରେ ASIର ସୂଚନା

୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।

Yojanara Na Hariloot
ପଥର ପ୍ୟାକିଙ୍ଗ ନାଁରେ ଦୁର୍ନୀତି ! ବାଟମାରଣା ହେଉଛି ଟଙ୍କା, ଠିକରେ ହେଉନି କାମ

ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା

Old couple asks for justice
ରାତି ଅଧରେ ବାପା-ମାଆଙ୍କୁ ତଡିଦେଲେ ପୁଅ-ବୋହୂ...

ଏମିତିକା ପୁଅ ଥାଇ ଲାଭ କଣ? ଶୀତ ରାତିରେ ବାପା-ମାଆଙ୍କୁ ଧକ୍କା ଦେଇ ଘରୁ ଦେଲେ ତଡି। ନାତି ଟୋକା ବୁଢାବାପା ଉପରେ ସାଇକେଲ ମଡାଇ ଦେଲା...ପରିଣତ ବୟସରେ ଅଧ ରାତିରେ ଥାନାରେ ପହଞ୍ଚିଲେ ବାପା-ମାଆ...

 family forced to live in jungle
ଆଶ୍ଚର୍ଯ୍ୟ !! ୧୫ ବର୍ଷ ହେଲାଣି ରହୁଛନ୍ତି ଜଙ୍ଗଲ ଭିତରେ

ଅବିଶ୍ୱାସ ଲାଗିଲେ ବି ସତ !! ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ...୧୫ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ...ପାଠ ପଢା ବୟସରେ ମୂଲିଆ କାମ କରୁଛନ୍ତି ପିଲା, ସରକାରୀ ସହାୟତା ୟାଙ୍କ ପାଇଁ ସାତସପନ

Life In Latrin
ପାଇଖାନାରେ ବିତୁଛି ତୁଳସୀଙ୍କ ଜୀବନ, ସେଇଠି ରହିବା-ଖାଇବା-ଶୋଇବା

ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।

Kendu leaf pluckers seek government’s attention in Padampur
ବିଜେଡିର ଭୋଟ୍‌ ବ୍ୟାଙ୍କ: ପଦ୍ମପୁରରେ କେନ୍ଦୁପତ୍ର ତୋଳାଳିଙ୍କୁ ହାତେଇବାକୁ ପ୍ରୟାସ

ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।

Six-member Odisha family forced to live in jungle for 15 years
ମଝି ଜଙ୍ଗଲରେ ମଣିଷ ଘର: ୧୫ ବର୍ଷ ହେଲା ଜଙ୍ଗଲ ଭିତରେ କଟୁଛି ଜୀବନ

ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।

helpless women
ପାଇଖାନା ଘରେ ରୋଷେଇ ବସା..ପୁଣି ଶୁଆ ବସା...

ଆଃ କି କଷ୍ଟ ଏଇ ଜୀବନ !! ପାଇଖାନା ଘରେ ବିତୁଛି ଜୀବନ...ସ୍ୱାମୀ ଚାଲିଗଲେ, ଘର ବି ଭାଙ୍ଗିଗଲା। ଉପାୟ ଶୂନ୍ୟ ହୋଇ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ତୁଳସୀ

Jungle
ଜଙ୍ଗଲ ଭିତରେ କୁଡ଼ିଆ, ଏଇଠି କଟୁଛି ୬ ପ୍ରାଣୀଙ୍କ ଜୀବନ ! ଦେଖନ୍ତୁ ପୁରା କାହାଣୀ..

ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।

  • Sunday, 27 November 2022
News Fuse
ଭୋଟ୍‌ ପୂର୍ବରୁ...କୀର୍ତ୍ତନ କରୁଛନ୍ତି ପ୍ରଦୀପ ପୁରୋହିତ

ଭୋଟ୍‌ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?

Patients carried on shoulders in SCB medical in Cuttack
କାନ୍ଧରେ ରୋଗୀ, ଷ୍ଟ୍ରେଚରରେ ଯାଉଛି ଗ୍ୟାସ ସିଲିଣ୍ଡର

ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?

Union Railway Minister Ashwini Vaishnaw announces launch of Jagannath Express
'ଜଗନ୍ନାଥ ଏକ୍ସପ୍ରେସ୍‌ରୁ ଦେଶ ଜାଣିବ ମହାପ୍ରଭୁଙ୍କ ଗାଥା'

ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।

ଲାଞ୍ଚ ନଦେଲେ କାମ ନାହିଁ
ମିନତୀ ମ୍ୟାଡମଙ୍କ ହାକିମାତି: ଲାଞ୍ଚ ଦିଅ, ଛତୁଆ ବିଲ୍‌ ନିଅ

ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ କଣ ଏମିତି ?

Parents Seek Help
ଶଗଡ଼ ପାଇଁ ୨୦ ବର୍ଷ ହେଲା ବିଛଣାରେ ଗୋବିନ୍ଦ

ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା ।

Apana Eka Nuhanti
“ସ୍ୱାମୀ ରୋଗରେ ପଡିବା ପରେ ସେ ବି ମୋର ପିଲା”

ସ୍ୱାମୀ ବିଛଣାରେ, ସ୍ତ୍ରୀ ଦୋକାନ କରି ପରିବାର ଚଳାଉଛି। ଦୁଇଟି କିଡନୀ ନଷ୍ଟ ହେବା ପରେ ନୂଆ କିଡନୀ ପ୍ରତିରୋପଣ ପାଇଁ ଆଶା ତ ଅଛି, ହେଲେ ଅର୍ଥ ସାଜିଛି ବାଧକ। ରୋଗୀଣା ସ୍ୱାମୀର ଦିନ ରାତି ସେବା କରୁଛି, କାନ୍ଦି କାନ୍ଦି ଦୁଃଖ କହୁଛି...କଣ କରିବି ମୁଁ ଜାଣିପାରୁନି..

Tathagat Satpathy
କୁକୁର କାମୁଡିବାଠୁ ବିଜେଡି ରାଜନୀତି...ଏମିତି କହିଲେ ତଥାଗତ

ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ

Parent Seek Help
ଶତ୍ରୁ ସାଜିଲା ଶଗଡ, ୨୦ ବର୍ଷ ହେଲା ଉଠୁନି ପୁଅ

ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା

Kendrapara firecracker mishap: 1 injured person succumbs while under treatment
ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ବାଣୁଆ

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।

Worlds oldest vegetarian food found in Iraq cave
କେବେ ଓ କେଉଁଠି ମଣିଷ ପ୍ରଥମେ ଖାଇଥିଲା ରୁଟି-ଡାଲି

ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।

Protest
ଆନ୍ଦୋଳନ କରିବାକୁ ଆସିଥିଲେ, ଲାଗିଗଲା ବାଇଡଙ୍କ ! କୁଣ୍ଡେଇ କୁଣ୍ଡେଇ ଅଣାୟତ୍ତ, ଦେଖନ୍ତୁ ଭିଡିଓ..

ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା

woman cries for govt aide for son’s treatment
ମାଆ ମୁଁ ଆଉ ସହି ପାରୁନି..ଏଇ ଖଟରେ ପଡ଼ି ପଡ଼ି ମରିଯିବି..

ଖଟରେ ପଡ଼ି ପଡ଼ି କେବେ ଯୌବନ ଛୁଇଁଲା ଜାଣି ବି ପାରିଲେନି.. ୨୦ ବର୍ଷ ହେଲା ଏ ବିଚିତ୍ର ଦୁନିଆର ସୁନ୍ଦର ଛବି କେମିତି… ଦେଖିନାହାନ୍ତି ଗୋବିନ୍ଦ.. ଚାରିକାନ୍ଥ ଦେଖି କଟୁଛି ଜୀବନ.. ଆଖିର ଲୁହ ପୋଛି ଶଯ୍ୟାଶାୟୀ ପୁଅର ସେବା କରିଚାଲିଛି ମାଆ.. ହେଲେ କେତେ ଦିନ