ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି ।
ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି ।
କୁହାଯାଏ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ। ଅନେକ ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ମାଲିକକୁ ରକ୍ଷା କରେ। କିନ୍ତୁ ଏଠି ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ କୁକୁର ତା’ ମାଲିକର ଜୀବନ ନେଇଯାଇଛି। ଜାଣନ୍ତୁ ପୂରା ଘଟଣା…
କିଏ ଭୁଲିପାରିବ ସେ ଦିନର ଏହି କାଳ ଅଘଟଣକୁ । ଆଜି ବି ଛାତି ଥରାଇ ଦିଏ ,ଦେଶକୁ ଦୋହଲାଇ ଦେଇଥିବା ସିଡିଏସଙ୍କ ହେଲିକପ୍ଚର ଦୁର୍ଘଟଣା ଖବର। ଯେଉଁଥିରେ ସବୁଦିନ ପାଇଁ ଆଖି ବୁଜିଥିଲେ ଦେଶର ପ୍ରଥମ ସିଡିଏସ ସ୍ୱର୍ଗତ ବିପିନ ରାୱତ । ଆଉ ସେହି ହେଲିକପ୍ଚର ଦୁର୍ଘଟଣାରେ ବି ଆଖି ବୁଜିଥିଲେ ଓଡ଼ିଆ ପୁଅ ରାଣାପ୍ରତାପ । ଆଜି ସହିଦ ରାଣାପ୍ରତାପଙ୍କୁ ଝୁରୁଛି ତାଳଚେର ଅଞ୍ଚଳ...
ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ମିଳିଲା ମାସେ ମହଲତ ।
ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।
ଓଡ଼ିଶା କନ୍କ୍ଲେଭ୍ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖିଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି।
ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନର ତୃତୀୟ ଦିନ, ରାଜଧାନୀରେ ଜାରି ରହିଛି ହଜାର ହଜାର ଶିକ୍ଷକଙ୍କ ଗର୍ଜନ ।
ବିଦ୍ୟାଳୟ ଯାଇ ପିଲାଙ୍କ ପାଇଁ ନାଚ ଶିଖୁଛନ୍ତି ଅଭିଭାବିକାମାନେ.. ହେଲେ କାହିଁକି ?
ଲିଟୁ..ତୁମେ ତୁରନ୍ତ ଫେରିଆସ... ତମେମାନେ ମୋ ଗର୍ଭକୁ ନଷ୍ଟ କରିଦେଇଛ.. ତୁମକୁ ରିକ୍ୱେଷ୍ଟ କରୁଛି ତୁରନ୍ତ ଫେରିଆସ.. ନ ହେଲେ ସବୁ ସିକ୍ରେଟ୍ ସ୍ପ୍ରେଡ୍ କରିଦେବି..
କେବେ ବିଲ ମଝିରେ ଥିବା ହିଡ଼ ଉପରେ ବସି କବିତା ଲେଖନ୍ତି, ତ ଆଉ କେବେ ଧାନ ବିଲରେ ବସି ପଡନ୍ତି କବିତା ଲେଖିବା ପାଇଁ.. ୨୦ ବର୍ଷ ହେଲା ପିଛା ଛାଡ଼ିନି କବିତା ନିଶା.. ଏ ହେଉଛନ୍ତି ଗାଉଁଲି କବି ଭାସ୍କର ସେଠୀ.
ଖାଲି କଣ ଜାଉ.. ଏବେ ତ ମାଣ୍ଡିଆରୁ ତିଆରି ହେଲାଣି ଗାଣ୍ଠିଆ, ଲଡୁ, ସେଉ, ପକୁଡି, କାକରା ଆଦି ଭଳି କି ଭଳି ସୁଆଦିଆ ନମକୀନ ଖାଦ୍ୟ.. ଏପରିକି ଗଞ୍ଜାମ ମାଣ୍ଡିଆ ପାଇଁ ପ୍ୟାରିସରୁ ବି ଆସିଲା ଡାକରା..
ସବୁବେଳେ ଖବର ଆସେ, ପୁଅବୋହୂ ମାଆକୁ ଘରୁ ବାହାର କରିଦେଇଛନ୍ତି। ଆଜି ଭେଟନ୍ତୁ ଏହି ମାଆକୁ, ଯିଏ ନିଜ ପୁଅ ବୋହୂଙ୍କ ନିର୍ଯାତନା ସହିନପାରି, କୋର୍ଟ ଅର୍ଡର ଆଣିଛନ୍ତି, ପୁଅବୋହୂ ଘର ଛାଡ଼ିବେ। ଆପଣ କୁହନ୍ତି, ମାଆ ଜଣକ ଠିକ୍ କରିଛନ୍ତି ନା ନାହିଁ?
ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।
ଆନ୍ଦୋଳନର ଦ୍ୱିତୀୟ ଦିନରେ ବି ରାଜଧାନୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ...ଦାବି ପୂରଣ କର, ନହେଲେ ଧାମନଗର ଭଳି ପଦ୍ମପୁରରେ ପାନେ ଚଖେଇବାକୁ ଚେତାବନୀ...କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ସରକାର, ବିଜେଡି ରଖିଲା ଜବାବ।
ଲାଇସେନ୍ସ ସସପେଣ୍ଡ ସହ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ। କହିଲେ, ଦରକାର ପଡ଼ିଲେ ଗିରଫ କର... ହାଇକୋର୍ଟ ବାର୍ର ସ୍ୱାଗତ, କାଲି ନିଷ୍ପତ୍ତି ନେବ ସମ୍ବଲପୁର ବାର୍।
କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ ।
ଶିକ୍ଷକଙ୍କ ବିଶାଳ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଚଳ ରହିଥିଲା ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିରୋଧୀ କରିଥିଲେ ନାରାବାଜି, ହୋହଲ୍ଲା
ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ
ଆଶ୍ଚର୍ଯ୍ୟ !! କାଖରେ କଅଁଳା ଛୁଆକୁ ଧରି ରାଂପ୍ରେ ଚାଲିଲେ ଆଦିବାସୀ ମହିଳା...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...
ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….
ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।