ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି।
ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
ପୁଣି ସଭାପତିଙ୍କ ନାଁ ଭୁଲିଗଲେ.. ଏମିତି କହିଲେ ଯେ.. ନାରଣ ମୁଣ୍ଡ ଟିଣ..
ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ପରିବହନ ମନ୍ତ୍ରୀ
ସ୍ୱଚ୍ଛ ଭାରତ ଯୋଜନାରେ ନାହିଁ ସ୍ୱଚ୍ଛତା
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ହାକିମ୍ ବାବୁ ହେବ ତ ଏମିତି । ଲୋକଙ୍କ ପାଖରେ ପହଞ୍ଚି ସରକାରୀ ସେବା ପହଞ୍ଚାଇ ପାରିବ ଯେମିତି । ବଣ ପାହାଡ ଘେରା ଅଞ୍ଚଳ । ଖଣ୍ଡିଆ ଖାବରା ରାସ୍ତା ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚି ସୁଖଦୁଃଖ ବୁଝୁଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଅଞ୍ଚଳର ବିକାଶକୁ ଦେଉଛନ୍ତି ପ୍ରାଥମିକତା....
ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ । ମାତ୍ର 16 ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କରିଛନ୍ତି ହାଇଦ୍ରାବାଦର ଛାତ୍ର ଅଗସ୍ତ୍ୟ ଜୈସୱାଲ । ଦେଖନ୍ତୁ ଅଗସ୍ତ୍ୟଙ୍କୁ ନେଇ ବିଶେଷ ରିପୋର୍ଟ...
ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି ।
ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।
ଜୀବନ ଯେବେ ଯନ୍ତ୍ରଣା ଦିଏ, ବଞ୍ଚିବା ହୋଇପଡ଼େ ଦୁର୍ବିସହ । ନା ସହି ହୁଏ ନା କାହାକୁ କହିହୁଏ । ଆଖିର ଲୁହକୁ ଓଠରେ ପିଇ ସବୁ ଯନ୍ତ୍ରଣା ସହିବାକୁ ହୁଏ ଏମିତି... ଏକାକି ଓ କେବଳ ଏକାକି….
ଜିଆଇ ଟ୍ୟାଗ ଦୌଡ଼ରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ରସାବଳି । ଜିଆଇ ରେଜେଷ୍ଟ୍ରୀ ସମ୍ମିଳନୀରେ ଏନେଇ କିଛି ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି…
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଧର୍ମ ସିନା ଅଲଗା କିନ୍ତୁ ସେ ପରା କାଳିଆର ଭାବରେ ବନ୍ଧା ଭକତ । ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ନାମ ନ ଗାଇଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ ହିନ୍ଦୁ ନ ହୋଇବି ହିନ୍ଦୁଙ୍କ ପର୍ବ ପାଳନ୍ତି, ଭଜନ ଗାଆନ୍ତି । ନିଷ୍ଠାର ସହ ପ୍ରଭୂ ଗୁଣଗାନ କରନ୍ତି, ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ସାଲବେଗ...
ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।
ମୁସଲମାନଙ୍କ ମୁଖରେ ଜଗନ୍ନାଥ ଜଣାଣ । ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି । କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି ।
ଲମ୍ପି ଭାଇରସ୍ ଯୋଗୁଁ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି ।
ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ
ପ୍ରଥମେ ପ୍ରତିଶ୍ରୁତି.. ପରେ ପ୍ରଲୋଭନ.. ଆଉ ତା’ପରେ ପ୍ରତାରଣା.. ଅନଲାଇନ ପ୍ରେମର ଏମିତି ହେଲା ଦି ଏଣ୍ଡ୍..
ମୁଁ ଛୋଟ ଡେକିଚିରେ ଭାତ ରାନ୍ଧି ଖୁରିରେ ମୁଣ୍ଡେଇକି ଯାଏ.. ଅନେକ ଥର ହିଡ଼ ବାଡ଼ିରେ ପଡ଼ିଛି.. ଖଣ୍ଡିଆ ହୋଇ ରକ୍ତ ବାହାରିଛି.. କିନ୍ତୁ କେବେ ସେ ପଖାଳ କଂସାକୁ ତଳେ ପକେଇନି,,ମୋ ଜୀବନଠାରୁ ମୂଲ୍ୟବାନ ଥିଲେ ସେଇ ପଖାଳ କଂସା..
ବଦଳିଗଲା ଭାଗ୍ୟ.. ଆଉ ମୂଲ ଲାଗିବେନି ଡାକ୍ତରୀ ପାଠ ପଢୁଥିବା ମେଧାବୀ ପୁଅ..ବିଲକୁ ଯାଇ ଧାନ କାଟିବନି..ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି.. ପୁଅ ଯିବ ରାଜଧାନୀ.. ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ.. ସବୁ ଦୁଃଖ ଦୂର ହେବ..
ହଇରେ ନାରଣ.. ପତ୍ନୀ ଥାଉ ଥାଉ ପରକୀୟା ପୀରତି କରି ପ୍ରତରଣା ଦେଇ ପ୍ରେସ ଆଗର ପ୍ରେମିକ ପ୍ରବର ପଟ୍ଟାମୁଣ୍ଡାଇ ବଜାରରେ ପାହାର ଖାଇଲେ..
ବାପା ଟ୍ରଲି ଟାଣି ଟାଣି ଝିଅକୁ ପଢେଇଲେ ଇଞ୍ଜିନିୟରିଂ.. ଝିଅ ପାଠ ପଢି ଚାକିରି କରିବ.. ବାପାର ନାଁ ରଖିବ.. ଆଖିରେ ଆଖିଏ ସ୍ୱପ୍ନ ଥିଲା.. ହେଲେ ଅଚାନକ ପାଠପଢାରେ ଲାଗିଲା ବ୍ରେକ୍..
ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।