ହାକିମ୍ ବାବୁ ହେବ ତ ଏମିତି । ଲୋକଙ୍କ ପାଖରେ ପହଞ୍ଚି ସରକାରୀ ସେବା ପହଞ୍ଚାଇ ପାରିବ ଯେମିତି । ବଣ ପାହାଡ ଘେରା ଅଞ୍ଚଳ । ଖଣ୍ଡିଆ ଖାବରା ରାସ୍ତା ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚି ସୁଖଦୁଃଖ ବୁଝୁଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଅଞ୍ଚଳର ବିକାଶକୁ ଦେଉଛନ୍ତି ପ୍ରାଥମିକତା....
Published: Pallipuspa Samal
Last updated: 11 December 2022, 02:28 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।