ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
Published: Chandan Shishu
Last updated: 12 December 2022, 04:58 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।