ପୁଣି ସଭାପତିଙ୍କ ନାଁ ଭୁଲିଗଲେ.. ଏମିତି କହିଲେ ଯେ.. ନାରଣ ମୁଣ୍ଡ ଟିଣ..
Published: Pallipuspa Samal
Last updated: 12 December 2022, 07:47 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।