ଗେଣ୍ଡାଳିଆଙ୍କ ସହ ଗାଁ ଲୋକଙ୍କ ସମ୍ପର୍କ ଜନ୍ମଜନ୍ମର । ୧୦ ମାସର ରହଣି ମଧ୍ୟରେ ଘରର ପିଲାଭଳି ଗେଣ୍ଡାଳିଆଙ୍କ ଯତ୍ନ ନିଅନ୍ତି ଲୋକେ ।
Published: Pallipuspa Samal
Last updated: 14 January 2023, 02:01 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।