ସାବଧାନ ! ଏଣିକି ବସ୍ରେ ଗଲାବେଳେ ବିନା ହେଡ୍ଫୋନ୍ରେ କଥାହେଲେ ଗଣିବେ ୫ ହଜାର ଫାଇନ୍ । ଖାଲି ଫାଇନ୍ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍
ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା।
ଆମେ ୯ ଅଛୁ, ୯୦ ହେବୁ । କଂଗ୍ରେସ ଏଥର ସରକାର ନିଶ୍ଚିତ କରିବ...ହେଲେ ମୁଖ୍ୟମନ୍ତ୍ରୀ କିଏ କିରେ?
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା: ଇସ୍ପାତନଗରୀରେ ସବୁଜିମାର ଜୁଆର ଆଣିଛନ୍ତି ୨ ପରିଣତ ବୟସ୍କ ସବୁଜ ସୈନିକ, ଲଗାଇଲେଣି ହଜାରେରୁ ଅଧିକ ଔଷଧୀୟ ଓ ଛାୟାପ୍ରଦ
ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।
ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।
ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ
ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ ।
ଯୋଜନା ନାଁକୁ ମାତ୍ର । ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ ।
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା
ଏଥର କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଭୋଟ୍ ନିଶ୍ଚୟ ମିଳିବ । କାହିଁକି ଦୀପାଳିଙ୍କୁ ଅନୁକମ୍ପା ଭୋଟ୍ ବେଶୀ ମିଳିବନି । ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ
ସ୍କୁଲକୁ ପାଠ ପଢିବାକୁ ଯାଇଥିଲେ, ଫେରିଥାଆନ୍ତେ ଧାଇଁ ଧାଇଁ । ହେଲେ ସେଦିନ ଏମିତି ଏକ ଘଟଣା ଘଟିଲା ଯେ ସେହିଦିନଠାରୁ ବିଛଣାରେ ଶୋଇଛି ଯେ ଶୋଇଛି...ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ଯୋଜନା ନାଁକୁ ମାତ୍ର । ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ
ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଖୁବ୍ କମ୍ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍ ୱାସିଂ ବ୍ୟବସାୟକୁ ପ୍ରଫେସ୍ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି ।
ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।
ନିୟମ କାନୁନ କିଛି ମାନୁନି ମୋ ବସ୍ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍ରେ ପଳାଉଛି ବସ୍ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ
ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା...
ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ
ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ
ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।
କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ ।