୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା
Published By: Pallipuspa Samal
Last updated: 02 June 2023, 12:43 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।