• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Children risk their lives
ଅନ୍ଧାରୀ ନଦୀ ପାଇଁ ଅନ୍ଧାରରେ ଭବିଷ୍ୟତ, ଜୀବନକୁ ବାଜି ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ପଥର ବନ୍ଧ କରି ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ଶିସ୍ କୁଢି ଗାଁରେ ଯାତାୟାତ ସମସ୍ୟା । ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି ।

  • Saturday, 01 July 2023
Odisha reports 175 dengue cases
ଓଡ଼ିଶାରେ ମାଡ଼ିଲା ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Vegetable Price Hike
ପନିପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ପନିପରିବା ଦର ଆକାଶ ଛୁଆଁ ହେବା ପାଇଁ ଚିନ୍ତାରେ ଖାଉଟି । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲେ, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି। କେବଳ ଟମାଟୋ ନୁହେଁ, ଅନ୍ୟ ସବୁ ପନିପରିବା ଦର ବି ୮୦ ଉପରେ।

Ratna Bhandar
ଘନଉଛି ରତ୍ନଭଣ୍ଡାର ନଖୋଲିବାକୁ ନେଇ ବିବାଦ

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ନାନା ଆଶଙ୍କା, ନାନା ଉଦବେଗ। ରତ୍ନଭଣ୍ଡାର ଖୋଲି ଶ୍ରୀଜୀଉଙ୍କ ଅଳଙ୍କାର ସହ ଆଭୂଷଣର ସ୍ଥିତି ଯାଞ୍ଚ କରିବାକୁ ଦାବି ଉଠୁଥିଲେ ବି କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହୁଛନ୍ତି ରାଜ୍ୟ ସରକାର ? ସେନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି।

Bahanaga Train Accident
ଏବେ ବି ଠିକଣା ଖୋଜୁଛନ୍ତି ଆହୁରି ୫୨ ଶବ

ବାହାନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମ୍ସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି ମୃତଦେହର ଚିହ୍ନଟ ନେଇ ଡିଏନଏ ରିପୋର୍ଟ ଆସିନଥିବାରୁ ମରଶରୀର ପାଇଁ ଏବେ ବି ଅପେକ୍ଷା କରିଛନ୍ତି ନିକଟ ସମ୍ପର୍କୀୟ।

OTV
ଓଟିଭି ବିରୋଧରେ ମାମଲା ହାଇକୋର୍ଟରେ ଖାରଜ

କରୋନା ମହାମାରୀ ବେଳେ ଓଟିଭି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଖବରକୁ ନେଇ ଓଟିଭି ଇନପୁଟ ଏଡିଟରଙ୍କ ବିରୋଧରେ ଦାଏର ଅପରାଧିକ ମାମଲା ହାଇକୋର୍ଟରେ ଖାରଜ। ଏଭଳି ମାମଲା ପ୍ରେସ୍ ସ୍ବାଧିନତା ଉପରେ ନକାରାତ୍ମକ ପ୍ରଭାବ ପକାଇବ କହିଛନ୍ତି ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ଏ ନିଷ୍ପତ୍ତିକୁ ଗଣମାଧ୍ୟମର ବିଜୟ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ।

Bahanaga Train Accident
ଓଡ଼ିଶା ଟ୍ରେନ ଟ୍ରାଜେଡି: ୨୯ ଦିନ ପରେ ମିଳିଲା ୨୯ ମୃତଦେହର ପରିଚୟ

ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା ।

Vegetable Price Hike
ଆକାଶଛୁଆଁ ପରିବା ଦର; ଯାହାକୁ ଛୁଇଁବ ୮୦, ବିଲାତି ୧୨୦

ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ ।

ୋ
ଯୋଡ଼ା ହେଲା କଟା ହାତ: ରଥଯାତ୍ରା ବେଳେ ଘରକୁ ଫେରୁଥିବା ବେଳେ ହାଣି ଦେଇଥିଲେ ଦୁର୍ବୃତ୍ତ

ଯୋଡ଼ା ହେଲା କଟା ହାତ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଟକ SCB ମେଡିକାଲ୍‌ରେ ଏହି ସଫଳ ଅପରେସନ୍ ହୋଇଛି। ରଥଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।

traditional healers
ଡାକ୍ତର ଭଲ କଲେନି ଚେରମୂଳି ଭଲ କଲା

ଇଏ ବିଶ୍ୱାସର କଥା । ଆଜିକା ସମୟରେ ବି ଲୋକମାନେ ଡାକ୍ତରଖାନା ଯାଉନାହାନ୍ତି ବରଂ ଚେରମୂଳି ଉପରେ ନିର୍ଭର କରୁଛନ୍ତି । ହେଲେ ସେଇଠି ଭଲ ହେଲେ ନାହିଁ...ବରଂ ଏଇଠି ଚେରମୂଳି ଖାଇବା ପରେ ଭଲ ହେଉଥିବା କୁହାଯାଉଛି । ମାଲକାନଗିରିରୁ ଆସିଛି ଏମିତି ଦୃଶ୍ୟ

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫି’ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତି ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।

  • Friday, 30 June 2023
  • IMFA
Doctors Stitch Injured Hand Of Youth
ଯୋଡ଼ା ହେଲା କଟା ହାତ: ରଥଯାତ୍ରା ବେଳେ ଘରକୁ ଫେରୁଥିବା ବେଳେ ହାଣି ଦେଇଥିଲେ ଦୁର୍ବୃତ୍ତ

ରଥଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ। 

s
ଆଠଗଡ଼ରେ ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଗଲା.. କେମିତି ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ !

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତ୍ତିଧାରୀ ବିଭିନ୍ନ ଆଇଆଇଟି ଏବଂ ଅନ୍ୟ ୩ ଜଣ ଏନଆଇଟି ରାଉରକେଲା, ଭିସୁଟ୍ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜରେ ଶିକ୍ଷା ଲାଭ କରୁଛନ୍ତି।

  • Friday, 30 June 2023
  • IMFA
Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

s
ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

େ
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

Andhrapradesh
ଓଡ଼ିଶା ସୀମାକୁ ହାତେଇବାକୁ ଷଡ଼ଯନ୍ତ୍ର.. ଲୋକଙ୍କୁ ଆବାସ ଘର ଦେଲା ଆନ୍ଧ୍ର

ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..

helpless sister
ଜଣ ଜଣ କରି ସବୁ ଚାଲିଗଲେ.. ଏକା ହୋଇଗଲେ ଦୁଇ ଭଉଣୀ

ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..

Odisha Train Tragedy | 29 more bodies of deceased passengers identified through DNA test
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

Heavy water flow in river Mahanadi washes away temporary road to Dhabaleswar
ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ  ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

Students admitted to hospital in Bhadrak after lizard found in hostel food
ଡାଲମାରେ ପଡ଼ିଲା ଝିଟିପିଟି

ରାତ୍ରୀ ଭୋଜନ ଖାଇବା ପରେ ଅସୁସ୍ଥ ହେଲେ ୧୪ ଛାତ୍ର । ସବୁଦିନ ପରେ ଗତକାଲି ରାତିରେ ହଷ୍ଟେଲରେ ଖାଇଥିଲେ କିନ୍ତୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେଲେ । ଡାଲମାରେ ଝିଟିପିଟି ପଡିଥିବା ନେଇ ହେଲା ଅଭିଯୋଗ

  • Friday, 30 June 2023
Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

 ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Nuapada Bus Stand
କୋଟିଏ ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ : ଯାତ୍ରୀ ଆସିଲେନି...କୁକୁର ଶୋଉଛି

ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା

Tomato Price Hike
ଆକାଶଛୁଆଁ ପରିବା ଦର; ଟମାଟୋ ନାଁ ଶୁଣିଲେ ଗ୍ରାହକ ଛାନିଆ

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି ।