କି ଭିଡ଼ରେ ନାରଣ। ଏଠି ବୋଧ ହୁଏ ବାଲିଯାତ୍ରା ଚାଲିଛି। ନ ହେଲେ କିଛି ମେଳା ହଉଛି। ନାହିଁରେ, ନାରଣ ତୋ କଥା ସଂପୂର୍ଣ୍ଣ ଭୁଲ୍। ଏଠି ଚାକିରି ପାଇଁ ଚାଲିଛି ପେଲାଠେଲା...
ଭଦ୍ରକ ଜିଲ୍ଲାର ଭାନଭି ଭାବ୍ୟାଂଶିଖା । ସାବରଙ୍ଗ ଥାନା ଆଟୋ ଗ୍ରାମର ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ କନ୍ୟା ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ.କେଜି ଛାତ୍ରୀ । ବୟସ ୪ ବର୍ଷ ମାସ ।
କୋବି ଟିକେ ସୁକୁମାରିଆ ପରିବା । ସାମାନ୍ୟ ବର୍ଷା ହେଲେ ବି ଏହା ନଷ୍ଟ ହୋଇଯାଏ । କିଛି ସ୍ଥାନରେ ଫୁଲ ଧରି ଆସିଥିଲା ବେଳେ ବର୍ଷା ମାଡରେ ଏହା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣି ମଧ୍ୟ ଚାଷୀ ନିଜ ଫସଲକୁ ବଂଚାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି। କେବଳ ଗୋଟିଏ ଆଶା କାଳେ କିଛି ଫସଲ ବଂଚିଯିବ।
ବୃଦ୍ଧଙ୍କର ଏହି ସାଧନା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ ୧ ଘଣ୍ଟା ଧରି ସେ ଆଖିର ବିନା ପଲକରେ ସୂର୍ଯ୍ୟଙ୍କୁ ଚାହିଁ ରହି କରିଛନ୍ତି ରେକର୍ଡ।
ଯେଉଁ ପୋଷାକ ପିନ୍ଧନ୍ତି ସେଇ ପୋଷାକ ଭଡାରେ ଦିଅନ୍ତି। ଏହି ବ୍ୟବସାୟ କରି ଯୁବତୀ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ରୋଜଗାରରେ କିଣିପାରିଛନ୍ତି ୩.୫ କୋଟିର ଘର। ତେବେ ଜାଣନ୍ତୁ କେମିତି କରନ୍ତି ବ୍ୟବସାୟ ଓ ଗୋଟିଏ ପୋଷାକରେ କେତେ ହୁଏ ରୋଜଗାର?
ଏ ପୃଥିବୀରେ ଏମିତି ଏକ ଘର ଅଛି ଯାହା ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଛି। ଏହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୯ ହଜାର ଫୁଟ ଉପରେ ରହିଛି। ତେବେ ଏହାକୁ କିଏ, କେତେବେଳେ, କେଉଁଠି ଓ କାହିଁକି ନିର୍ମାଣ କଲା ଆସନ୍ତୁ ଜାଣିବା।
ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍ଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ, ଯାହା ଅଧୁରା ରହିଗଲା।
ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି।
ରାଜ୍ୟରେ ଗରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା । ବଢୁଥିବା ଭିକାରୀଙ୍କ ସ୍ଥିତିକୁ ଦେଖିଲେ ଏଇୟା ହିଁ କୁହାଯିବ ।
ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।
ସିଡିଏସ୍ ବିପିନ୍ ରାୱତଙ୍କ ଚପର୍ କ୍ରାସ୍ ଘଟଣା ପରେ ଏବେ ଦେଶର ଭିଆଇପିମାନଙ୍କ ପାଇଁ ବିମାନ ଏବଂ ଚପର୍ ଯାତ୍ରାକୁ ନେଇ ଭୟ ସୃଷ୍ଟି ହୋଇଛି। ବିମାନ ଏବଂ ଚପର୍ ଯାତ୍ରା ନିୟମ ଜାଣିବା ମଧ୍ୟ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଜେନେରାଲ୍ ବିପିନ୍ ରାୱତ୍ ଜଣେ ଅତି ସରଳ ତଥା ନିର୍ଭିକ ବ୍ୟକ୍ତି ଥିଲେ । ଅତି ମେଳାପୀ, ଖୁବ ଭଦ୍ର ଥିଲା ତାଙ୍କୀ ବ୍ୟବହାର । କଥାରେ ଥିଲା ଅଦ୍ଭୁତ ତେଜ ଆଉ ସ୍ପଷ୍ଟୋକ୍ତି ।
ଏକ ଅଧ୍ୟୟନ ଅନୁସାରେ ଭାରତରେ କମିବାକୁ ଯାଉଛି ଜନସଂଖ୍ୟା। ଏନେଇ ରହିଛି ବିଭିନ୍ନ କାରଣ। ତେବେ ଏହି କାରଣଗୁଡିକ କ’ଣ? କେବେ ଓ କେତେ ପରିମାଣରେ ହ୍ରାସ ପାଇବ ଜନସଂଖ୍ୟା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ । ସେ ଥିଲେ ଭାରି କେୟାରିଂ । ଚାକିରି ସହ ପରିବାରକୁ ବି ସମୟ ଦିଅନ୍ତି । ଘରଠୁ ବାହାର, ସମସ୍ତଙ୍କର ସେ ଥିଲେ ପ୍ରିୟ । ନଜର ପକାନ୍ତୁ, ତାଙ୍କ ଜୀବନ କାଳର କିଛି ମଧୁର ସ୍ମୃତି ଉପରେ ।
ରାମଚନ୍ଦ୍ର ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିଲେ ସ୍ତବ୍ଧ ହୋଇଯାଇଥିଲେ । କାରଣ କିଛିଦିନ ତଳେ ତାଙ୍କ ସହ କଥା ହୋଇ ଶ୍ରୀମନ୍ଦିର ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଆସିବା ପାଇଁ ହେଲେ ଭାଗ୍ୟର ବିଡ଼ମ୍ବନା ସେ ଆଉ ନାହାନ୍ତି ।
ବ୍ଲାକ ବକ୍ସ ବଜ୍ର ପରି ଟାଣ । କିନ୍ତୁ ରେକର୍ଡ କରି ରଖିଥାଏ ସବୁ ତଥ୍ୟ । ବିମାନ ଧ୍ୱଂସ ହୋଇଯାଇଥିଲେ ବି ନଷ୍ଟ ହୋଇନଥାଏ ବ୍ଲାକ ବକ୍ସ । ସମୁଦ୍ରରେ ବୁଡିଲେ କି ନିଆଁରେ ପୋଡିଲେ ବି ଅକ୍ଷତ ରହିଥାଏ । ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର Mi-17V5ର ବ୍ଲାକ୍ ବକ୍ସ ମିଳିଛି । ଏଥିରେ ଥିବା ତଥ୍ୟ ମାଧ୍ୟମରେ ଦୁର୍ଘଟଣା ପଛର ଅସଲ କାରଣ ଜଣାପଡିବ ବୋଲି ଆଶାକରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏହି ବ୍ଲାକ୍ ବକ୍ସ ?
ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି। ମା’ର ପାଟିରୁ କଥା ବାହାରୁ ନାହିଁ। ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ।
ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।
ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ ।
ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l
ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଡିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ପ୍ରସଙ୍ଗ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ବୁଦ୍ଧିଜୀବୀଙ୍କ ବିରୋଧାଭାଷ ।
ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ କଣ କ୍ଷତି ହୋଇଛି ସେ ନେଇ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ ।
ଜୱାଦ ପ୍ରଭାବରେ କେନ୍ଦ୍ରାପଡାରେ ପ୍ରବଳ କ୍ଷତି ହୋଇଛି । ବିଭିନ୍ନ ଚାଷ ଜମିରେ ଗଜା ହେଲାଣି ପାଚିଲା ଧାନ। ଏନେଇ ଚାଷୀଙ୍କଠାରୁ ଶୁଣନ୍ତୁ ସେମାନଙ୍କର ଅଭିଯୋଗ ।
ଯଥାଶୀଘ୍ର କୃଷି ଋଣ ଛାଡ଼ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କଂଗ୍ରେସ ଏପରି ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆସନ୍ତା ୧୫ରେ ଆନ୍ଦୋଳନ ଚେତାବନୀ ।