• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Kriyanushthan Committee Observes Bandh Demanding Revenue Subdivision Status For Madanpur Rampur
ଦାବି ପୂରଣ ନହେଲେ ଚକ ଅଖ ସବୁ ବନ୍ଦ ...

ସବଡିଭିଜନ୍ ମାନ୍ୟତା ଦାବିରେ ବନ୍ଦ ପାଳନ । ମଦନପୁର ରାମପୁରରେ ରାଜ୍ୱସ୍ୟ ସବଡିଭିଜନ କରିବା ପାଇଁ ଦାବି ହୋଇଛି ।

Elephant Herd Damages Crops In Odisha’s Sundargarh
ବଣାଇରେ ହାତୀ ଉତ୍ପାତ

ସୁନ୍ଦରଗଡ଼ ବଣାଇରେ ହାତୀ ଉତ୍ପାତ । କୁଳିପୋଷ ରେଂଜରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ପାଣିରେ ବୁଡି ରହିଛି ପାଚିଲା ଧାନ

ନୂଆପଡା ଜିଲ୍ଲାରେ ଲଗାଣ ବର୍ଷାରେ କଣ ସବୁ ବ୍ୟାପକ କ୍ଷତି ହୋଇଛି ଦେଖନ୍ତୁ ଏହି ରିପୋର୍ଟ ।

Similipal National Park Closed For Tourists
୩ ଦିନ ହେଲା ବନ୍ଦ ରହିଛି ଶିମିଳିପାଳ

ଲଗାଣ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ। ଏନେଇ ଶିମିଳିପାଳ ନର୍ଥ ଡିଭିଜନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Farmer Allegedly Kills Self
ବାତ୍ୟା ଦେଇଗଲା ଦୁଃଖ, ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଲେ ଚାଷୀ !

ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Farmer Allegedly Kills Self After Suffering Crop Damage In Ganjam
ବାତ୍ୟାରେ ଫସଲ ହାନୀରୁ ଜୀବନ ହାରିଲେ ଚାଷୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା। କରିଥିବା ଅଭିଯୋଗ ହୋଇଛି। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।

Van Carrying Duplicate Sauce Seized In Sundargarh, 1 Arrested
ଅସଲି ବ୍ରାଣ୍ଡର ନକଲି ସସ୍

ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।

Jajpur Woman Cries For Help For Cancer Treatment Of Husband
କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ....ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମତେ ଟିକିଏ ସାହା ହୁଅ

କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ। ସାହାଯ୍ୟ ମାଗୁଛନ୍ତି ସ୍ତ୍ରୀ....ଶଙ୍ଖା, ସିନ୍ଦୂରକୁ ବଂଚାଇ ରଖିବା ପାଇଁ କରୁଛନ୍ତି ସଂଘର୍ଷ, ଦେଖନ୍ତୁ ଏହି ହୃଦୟବିଦାରକ କାହାଣୀ

Khola Katha- Senior BJP Leader Jaynarayan Mishra Takes A Jibe At Odisha CM Naveen Patnaik
'ବିଡ଼ିଓ ଏଇଠି ବ୍ଲକ ସଭାପତି'

ଏଠି ଲୋକଙ୍କ କଥାରେ କିଛି ହୁଏ ନାହିଁ। ପ୍ରଶାସକଙ୍କୁ ନେଇ ଶାସନ କରନ୍ତି ନବୀନ ବାବୁ....ରାଜ୍ୟରେ କଲେକ୍ଚର ପ୍ରେସିଚଡେଂଟ୍‌ ଓ ଏସ୍‌ପିମାନେ ସେକ୍ରେଟାରୀ ପରି କାମ କରୁଛନ୍ତି। ଖୋଲାକଥାରେ ହଟ୍‌ସିଟ୍‌ରେ ବସି ଏମିତି କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର

Love Triumphs- Couple Ties Knot After A Wait Of 35 Years In Karnataka
୩୫ ବର୍ଷ ପରେ ପ୍ରେମ ସଫଳ

୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍‌ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ

ବୁଡ଼ିବାକୁ ବସିଛି ପଥର କାରିଗରଙ୍କ ବେଉସା : କରୋନା କଟକଣା ପାଇଁ ନାହିଁ ଶିଳ୍ପୀଙ୍କ ରୋଜଗାର

କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି । କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ । ପଥରରେ ଖୋଦେଇ କରି ଭଳିକି ଭଳି ଦେବାଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି । ଏହାସହ ରକମର ରକମର ସୁନ୍ଦର ଚଉରା ।

  • Monday, 06 December 2021
Why pilots and co-pilots served different meals in aeroplane
କାହିଁକି ପାଇଲଟ୍ ଓ କୋ-ପାଇଲଟ୍‌ଙ୍କ ଖାଦ୍ୟ ଅଲଗା ହୋଇଥାଏ

ଗୋଟିଏ ବିମାନରେ ଯାତ୍ରା କରନ୍ତି ପାଇଲଟ୍ ଓ କୋ-ପାଇଲଟ୍, କିନ୍ତୁ ଖାଆନ୍ତି ଅଲଗା ଅଲଗା ଖାଦ୍ୟ। ଏହା ପଛରେ ରହିଛି କି କାରଣ। ପଢନ୍ତୁ ଓ ଜାଣନ୍ତୁ…

Boyfriend shocked to meet girlfriend mom
ପ୍ରେମିକାର ମା’ ଦିନେ ଥିଲା ପ୍ରେମିକା, ଏବେ ଶାଶୁଭାବେ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବକ

ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।

Medical students dancing on Badshash
ଆପଣଙ୍କୁ ତାଜୁବ୍ କରିବ ଡାକ୍ତରୀ ଛାତ୍ରୀଙ୍କ ଏହି ଦମଦାର ଡ୍ୟାନ୍ସ

ଜୁଗ୍‌ନୁ ଆହ୍ୱାନକୁ ଗ୍ରହଣ କରି ବାଦଶାହ ଗୀତରେ ଧୂଆଁଧାର ନାଚିଲେ ଡାକ୍ତରୀ ଛାତ୍ରୀ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଥିବା ବେଳେ ଅନେକ ପ୍ରଶଂସା ସାଉଁଟିଛି।

Haunted_Ststion_pkg_gyana_up
ଏହି ଷ୍ଟେସନ୍‌ରେ ରାତିରେ ଭୂତ ବୁଲୁଛି, ସନ୍ଧ୍ୟା ହେଲେ ରହୁନାହାନ୍ତି କର୍ମଚାରୀ ...

ଏହି ଷ୍ଟେସନ୍‌ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍‌ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ

PURPLE ISLAND, SOUTH KOREA
ପର୍ପଲ୍‌ ଆଇଲ୍ୟାଣ୍ଡ, ଏଠି ସବୁ ପର୍ପଲ୍, ହେଲେ କାହିଁକି ?

ଆମ ଦୁନି‌ଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟନ ପାଇଁ ପ୍ରଯୁଜ୍ୟ । ସେ ମଧ୍ୟରୁ ଅନେକ ସ୍ଥାନଗୁଡିକୁ ‌ଆଖିରେ ନ ଦେଖିଲେ ବିଶ୍ୱାସ କରିବା ସମ୍ଭବ ହୋଇପାରେ ନାହିଁ । ତେବେ ସେହିଭଳି ନିଜ ଭିତରେ ନିଆରା ସ୍ଥାନ ହେଉଛି ସାଉଥ୍‌ କୋରିଆର ଏକ ଆଇଲ୍ୟାଣ୍ଡ । ଯାହାକୁ କୁହାଯାଏ ପର୍ପଲ୍‌ ଆଇଲ୍ୟାଣ୍ଡ । ତେବେ ଏକ ଆଇଲ୍ୟାଣ୍ଡ ପର୍ପଲ କଲରର କେମିତି ଆଉ କାହିଁକି ହେଲା । କଣ ରହିଛି ଏହା ପଛରେ କାହାଣୀ ଓ ଇତିହାସ ।

Cheapest Electric Vehicle
ମାତ୍ର ତିରିଶ ଟଙ୍କା ଖର୍ଚ୍ଚ କରନ୍ତୁ ଶହେ ଶହେରେ କାର ଚଲାନ୍ତୁ

ଇଂଞ୍ଜିନିୟରିଂ ଛାତ୍ରଙ୍କ କମାଲ। ତିଆରି କଲେ ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍। ଥରେ ଚାର୍ଯ୍ୟକଲେ ଯାଉଛି ଶହେ ପଞ୍ଚାଶି କିଲୋମିଟର।

Alive Man Shown Dead
ମୁଁ ମରିନାହିଁ, ମୋ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ନେଇଗଲେ

କେଇଟା ଟଙ୍କା ପାଇଁ ଏଠି କାଙ୍ଗାଳ। ବଂଚି ଥାଉଥାଉ ଲୋକଙ୍କୁ ମାରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉଠାଇ ନେଉଛନ୍ତି। ଏମିତି ଅଭିଯୋଗ ପଦାକୁ ଆସିବା ପରେ...

News Fuse
ନାଁ ଲଡୁ, ହେଲେ ଦେଖିବାକୁ ଟାବଲେଟ୍ ଭଳି...

ଆପଣ ଅନେକ ଖାଇବା ଦେବା ଲୋକ ଦେଖିଥିବେ। ହେଲେ ଏଭଳି ବିରଳ ଦାନୀଙ୍କୁ କେବେହେଲେ ଦେଖିନଥିବେ। ଗୋଟିଏ ନୁହେଁ, ଦୁଇଟା ଲେଖାଁଏ ଲଡୁ ବାଣ୍ଟୁଛନ୍ତି ଏ ବ୍ୟକ୍ତି ଜଣକ..

Special Story,New Electric Bicycle
ସାଇକେଲ ବୟ ସିଦ୍ଧାର୍ଥ, ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ଯୁଗରେ ସିଦ୍ଧାର୍ଥଙ୍କର ଏହି ସାଇକେଲ ସାଧାରଣ ଲୋକଙ୍କ ପାଇଁ ସହାୟକ ହୋଇଛି।

e cycle
ସାଇକେଲ ବୟ ସିଦ୍ଧାର୍ଥ : ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି

Special Story,ATM Cash Withdrawal Charges
ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟ ଅଙ୍କର ଟଙ୍କା

୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...

Kid gets new prosthetic hand beautiful smile
ନୂଆ ହାତ ପାଇ ଖୁସିରେ ଝୁମିଯାଉଛି ଛୋଟ ପିଲା

ପିଲାଟିର କଟିଯାଇଥିଲା ହାତ। ଡାକ୍ତର ଲଗେଇଦେଲେ ନୂଆ ହାତ। ନୂଆ ହାତ ଦେଖି ପିଲାଟିର ଖୁସି କହିଲେ ନ ସରେ। ଆପଣ ବି ଦେଖି ଖୁସି ହୋଇଯିବେ।

Old Currency
ପୁରୁଣା ଟଙ୍କିକିଆ ନୋଟ୍‌ ଦେଲେ ମିଳିବ ୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?

ପୁରୁଣା ୧ ଟଙ୍କିଆ ନୋଟ୍‌ ଦେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ଥିବା ନୋଟ୍‌ ରହିଛି, ତେବେ ଆପଣ ବି ହେବେ ଲକ୍ଷପତି....ଜାଣନ୍ତୁ ପୂରା ତଥ୍ୟ

Monkey ride sitting on cat back
ବିଲେଇ ପିଠିରେ ବସି ଆରାମରେ ବୁଲୁଛି ମାଙ୍କଡ

ପଶୁମାନେ ବି ଭଲ ବନ୍ଧୁତା କରିପାରନ୍ତି। ସୋସିଆଲ ମିଡିଆରେ ପଶୁମାନଙ୍କର ପରସ୍ପର ପ୍ରତି ପ୍ରେମର ଅନେକ ଭିଡିଓ ଭାଇରାଲ ହେବା ଆପଣ ଦେଖିଥିବେ। ଏବେ ଭାଇରାଲ ହେଉଥିବା ବିଲେଇ ଓ ମାଙ୍କଡଙ୍କ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।