ସାକ୍ଷାତକାର ବେଳେ ଅନେକ ପ୍ରକାରର ଭୁଲକୁ ଏଡ଼ାଇବା ଉଚିତ। ଯଦି ଆପଣ ଏହି ସମୟରେ ଏକ ଛୋଟ ଭୁଲ ବି କରନ୍ତି, ତେବେ ଆପଣ ଫେଲ୍ ହୋଇଯିବେ। ଯଦି ଆପଣ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରାର୍ଥୀମାନଙ୍କ ଦ୍ୱାରା କରାଯାଉଥିବା ସାଧାରଣ ଭୁଲ୍ କ’ଣ ଜାଣନ୍ତୁ।
ଯଦି ଆପଣ ନିଜର ବର୍ତ୍ତମାନର ଚାକିରି ପ୍ରୋଫାଇଲ୍ରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆଉ ଏକ ନୂଆ ଚାକିରି ଖୋଜିବାକୁ ଚେଷ୍ଟା କରିବା ଜରୁରୀ। ତେବେ ନୂଆ ଚାକିରି ପାଇବା ମଧ୍ୟ ସହଜ ନୁହେଁ। ଆପଣ ପାଇଁ ଟିପ୍ସ।
ଆଜିକାଲି ପ୍ରାୟ କ୍ଷେତ୍ରରେ ଅନ୍ଲାଇନ୍ ସାକ୍ଷାତକାର ଚାଲିଛି। ଏହା ଏକ ନୂଆ ଧାରା ହୋଇଥିବାରୁ ଅନେକ ଏଥିରେ ସହଜ ମନେକରନ୍ତି ନାହିଁ। ଆପଣ ଯଦି ଏମିତି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ।
କି ଭିଡ଼ରେ ନାରଣ। ଏଠି ବୋଧ ହୁଏ ବାଲିଯାତ୍ରା ଚାଲିଛି। ନ ହେଲେ କିଛି ମେଳା ହଉଛି। ନାହିଁରେ, ନାରଣ ତୋ କଥା ସଂପୂର୍ଣ୍ଣ ଭୁଲ୍। ଏଠି ଚାକିରି ପାଇଁ ଚାଲିଛି ପେଲାଠେଲା...