କଟକର ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଆଜି BSKY କାର୍ଡ ବଣ୍ଟନ କରିଛନ୍ତି ।ସେପଟେ ବିଜେପି ଯୁବ ମୋର୍ଚ୍ଚା ଏହାର ବିରୋଧ କରିଛନ୍ତି ।
ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଜୟପୁର ଗାଁର ଦୁଇଟି ପରିବାର ..
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...
ଢେଙ୍କାନାଳ ଅଟୋନମସ୍ କଲେଜର କପିଳାସ ଛାତ୍ରାବାସକୁ ତିଆର ହେବାର ଅଢେଇ ବର୍ଷ ହେଲାଣି । ହେଲେ କାମରେ ଆସୁନି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଛାତ୍ରାବାସ । ଦେଖନ୍ତୁ ଏହି ରିପୋର୍ଟ ।
ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୦୦ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ... ବାଲିଯାତ୍ରା ଉପର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ .
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଚପଲ ଫିଙ୍ଗା... ମାହାଙ୍ଗା ଏର କଣାରେ ଚପଲ ଫିଙ୍ଗିଲେ ଜଣେ ବ୍ୟକ୍ତି.... ଶରତ ଉତ୍ସବରେ ଭାଷଣ ଦେବାବେଳେ ଚପଲ ଫିଙ୍ଗିଲେ ବ୍ୟକ୍ତି ଜଣକ ...
ସବୁ ବେଳେ ମନ କହେ ସୁଆଦିଆ ଖାଇବାକୁ। ଏଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବନ୍ଧାକୋବି ପୁର ସାରୁ ଫ୍ରାଏ। ଜାଣନ୍ତୁ ତିଆରି କରିବାର ତରିକା...
ଏ ହେଉଛି ଯାଜପୁର କୃଷି ବିଭାଗ ଅଫିସ। ଏଠି ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ସରକାରୀ କର୍ମଚାରୀ। କରୋନା ଗାଇଡଲାଇନ ନମାନି କାମ କରୁଛନ୍ତି..
ନ୍ୟୁଜଠୁ ଆରମ୍ଭ କରି ମନୋରଞ୍ଜନ ପାଇଁ ଦେଶର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି ଫେସବୁକ। କିନ୍ତୁ ଏ ଖବର ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡିଛନ୍ତି ୟୁଜର୍ସ। ଫ୍ରଡର ଶିକାର ହେବା ପୂର୍ବରୁ ଏମିତି କରି ଜାଣନ୍ତୁ ଲୁଚି ଲୁଚି ଆପଣଙ୍କ ଫେସବୁକ ପ୍ରୋଫାଇଲକୁ କିଏ ଦେଖୁଛି?
କଷ୍ଟମର କେୟାର ନମ୍ୱରକୁ କଲ କରି ବୁକିଂ କରିବା ଜମାନା ଗଲା। ଏଣିକି ଗୋଟିଏ ମିସକଲ କଲେ, ଘର ଦୁଆର ମୁହଁରେ ପହଂଚିଯିବ ଏଲପିଜି ଗ୍ୟାସ ସିଲିଣ୍ଡର। ଏହା ପରେ ଆଉ ଗ୍ୟାସ ବୁକିଂ ଅସୁବିଧା ରହିବ ନାହିଁ। ଜାଣନ୍ତୁ ସେହି ନମ୍ୱର.
ପିଲାମାନେ ମା’ମାନଙ୍କ ଜୀବନ ହୋଇଥାନ୍ତି। ନିଜ ପିଲା ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। କିନ୍ତୁ ଏଠି ଏମିତି ଜଣେ ମା’ର କଥା କୁହାଯାଉଛି ଯିଏ ନିଜ ପୁଅକୁ କରୁଛି ଘୃଣା। କାରଣ ଜାଣିବାକୁ ପଢନ୍ତୁ।
ଆପଣ ଅନେକ ଜୀବଜନ୍ତୁ ପ୍ରେମୀ ଦେଖିଥିବେ। କିନ୍ତୁ ଏହି ବ୍ୟକ୍ତି ଏମିତି ଜଣେ ଜନ୍ତୁପ୍ରେମୀ ଯାହାଙ୍କୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟକ୍ତି ଜଣକ ନିଜ ଘରେ ୧ ହଜାର ମାଙ୍କଡସା ରଖିଛନ୍ତି।
ଶୀତ ଦିନେ ଜ୍ୟାକେଟ୍ ଏକ ଅତି ଦରକାରୀ ପୋଷାକ ହୋଇଯାଏ। ସମସ୍ତେ ଦେଖିଥିବେ ଯେ ଜ୍ୟାକେଟ୍ର ଦୁଇ କାନ୍ଧରେ ପଟି ଲାଗିଥାଏ। କିନ୍ତୁ ପ୍ରାୟ ଏହାର ଉଦ୍ଦେଶ୍ୟ ଜାଣି ନଥିବେ। ଜାଣିବା ପାଇଁ ପଢନ୍ତୁ।
ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ?
ସୋସିଆଲ୍ ମିଡିଆରେ କ୍ରିକେଟ୍କୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଏହା ଏମିତି ଏକ କ୍ରିକେଟ୍ ଖେଳ ଯାହା ଆପଣ କେବେ ବି ଦେଖି ନ ଥିବେ।
ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।
ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓ ଲୋକଙ୍କୁ ବେଶ ପସନ୍ଦ ଆସିଛି। ଏହା ଖୁବ ଭାଇରାଲ ହେବାରେ ବି ଲାଗିଛି। ଜଣେ ବ୍ୟକ୍ତି କାର୍ ଇଂଜିନ୍ ବ୍ୟବହାର କରି ହେଲିକପ୍ଟର ତିଆରି କରିବାରେ ସଫଳ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଗଲେ ସ୍କୁଲ। ପିଲାଙ୍କ ସାଙ୍ଗେ ବସିଲେ , ପାଠପଢା କଲେ ତଦାରଖ। ଦେଖନ୍ତୁ ପିଲା କିପରି କଲେ ସ୍ୱାଗତ
ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ମା ତାରା ତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି।
ସିଲଭର୍ ସିଟିରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..