ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍, ହେଲେ କାହିଁକି?
ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ଦେଖେଇଲା ତା’ର ମହତପଣିଆ। ସେହି ପିଲାମାନଙ୍କ ମୁହଁରେ ହସ ଭରିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ବିଚ୍ଛିନ୍ନ ହୋଇ ଅଛନ୍ତି। ବିଷାଦରେ ରହୁଥିବା ଏହି ପିଲାଙ୍କୁ ଖୁସି କରିଛି ସାଣ୍ଟା।
ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଶରଧାପାଲିରେ ଘଟିଛି ଏହି ଅଗ୍ନିକାଣ୍ଡ...ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ...
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ। ପାନାମା ପେପର ଲିକ୍ ମାମଲାରେ ବୟାନ ରେକର୍ଡ ଲାଗି ଇଡି ସମନ କରିଛି।
ଅନେକ ରେଳଧାରଣା ବା ରେଲୱେ ଟ୍ରାକ୍ ରହିଛି, ଯେଉଁ ଟ୍ରାକରେ ଯିବା ସମୟରେ ଯାତ୍ରୀଙ୍କ ଛାତିରେ ଛନକା ପଶିଯାଏ । ଏହି ରେଲୱେ ଟ୍ରାକରେ ଯିବା ସମୟରେ ଲୋକମାନେ ଈଶ୍ୱରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା ମଧ୍ୟ କରିଥାଆନ୍ତି । ଆଉ ଏଭଳି ରେଲୱେ ଟ୍ରାକ୍ ବା ରେଳ ଧାରଣା ଦେଖିଲେ ଆଶ୍ଚର୍ଯ୍ୟର କୌଣସି ସୀମା ରହେ ନାହିଁ । ସେହିଭଳି ଏକ ଟ୍ରାକ୍ ହେଉଛି 'ଡେଭିଲ ନୋଜ୍' ବା 'ସୈତାନର ନାକ' । ବଡ ବିଚିତ୍ର ନାଁ । ତେବେ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ…
ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି । କିନ୍ତୁ ବୋହୂକୁ ଘରକୁ ନେଉନାହାନ୍ତି । ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ଥିବାବେଳେ କ’ଣ ରାୟ ଆସିବ ତାହା ଦେଖିବାକୁ ବାକି ରହିଲା ।
ମହାନଦୀର ସବୁଠୁ ବଡ଼ ସେତୁର ଉଦଘାଟନ ହୋଇଛି । ଏହା ହେଉଛି ଓଡିଶାର ପ୍ରଥମ T ସେତୁ । ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ହେବା ପରେ ବଡମ୍ୱା ସହ ବାଙ୍କୀ, ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ୱରର ଦୂରତ୍ୱ କମିଛି ।
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।
ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି ।
ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳି ଝଗଡ଼ାର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି.. ନିଜେ ଫେସବୁକ ପେଜରେ ଏହି ସିସିଟିଭି ଫୁଟେଜ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ.. ଯାହା ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଆଗକୁ ପଂଚାୟତ ନିର୍ବାଚନ। ଏଥି ପାଇଁ ଆଶାୟୀ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ଯେମିତି କି ଏହି ଆଶାୟୀ ପ୍ରାର୍ଥୀ ଜଣକ ଭାବିଥିଲେ ବାତ୍ୟା ନିଶ୍ଚେ ଘାଣ୍ଟିବ। ଏହାର ସୁଯୋଗ ନେଇ ସେ କିଛି ବାଣ୍ଟିବେ ବୋଲି। ହେଲେ..
ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି
ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।
କୌଣସି ପରିସ୍ଥିତିରେ ସୁମିତଙ୍କୁ ଛାଡ଼ପତ୍ର ଦେବେ ନାହିଁ ବୋଲି କହିଲେ ତପସ୍ୱିନୀ..
ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍ କିମ୍ବା ହାଇଟେକ୍ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।
କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଜି ଲୋକାର୍ପିତ ହେବ ଟି-ସେତୁ । ବଡମ୍ବା-ଗୋପିନାଥପୁରଠାରୁ ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ ।
ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...
ଆଜିଠୁ ଉଡ଼ିବ ଆମ୍ବୁଲାନ୍ସ । ୪ଟି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଆସିଲା ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ... ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ .... କହିଲେ, ଯାଞ୍ଚ ପାଇଁ ଷ୍ଟେଟ୍ ଫୋରେନସିକ ଲ୍ୟାବକୁ ପଠାଯିବ ରିପୋର୍ଟ...
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ ।
ରୋଷେଇ ଘରେ ପଶିଗଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୭ କିଲୋମିଟର ଦୂର ଏମ୍.ଭି-୭ ଗାଁର ଭୋଳାନାଥ ବିଶ୍ୱାସଙ୍କ ରୋଷେଇ ଘରେ ଭାଲୁ ପଶିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟିର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ
ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର ପ୍ରଦୀପଙ୍କ ଛାତ ଉପର କିଚେନ୍ ଗାର୍ଡେନ୍।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଶୀତ ଆସିଲେ କୋରାପୁଟ୍ ଆଉ ଟିକେ ସୁନ୍ଦର ଦିଶେ। ଆଉ ଏହି ସୁନ୍ଦରତାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ବି ଆସନ୍ତି ପର୍ଯ୍ୟଟକ। ଆଉ ଏ ବର୍ଷ କୋରାପୁଟରେ ଆପଣଙ୍କୁ ସ୍ୱାଗତ କରିବ ପାଇନ୍ ରିସର୍ଟ... ଜାଣିଛନ୍ତି କି ଏ ରିସର୍ଟରେ ରହିବା ପାଇଁ ଆପଣଙ୍କୁ ଦେବାକୁ ପଡ଼ବି କେତେ?