• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ବଲପୁର : ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ । ଏହାସହ ଅଗ୍ନିକାଣ୍ଡରେ ଗୁଟ୍‌ଖା କାରାଖାନାର କେତେ କ୍ଷୟକ୍ଷତି ହୋଇଛି, ତାହାର ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ଏହି କାରାଖାନାରେ ଗୁଟ୍‌ଖା ସହ ପାନ ମସଲା ତିଆରି କରାଯାଏ ।

ବର୍ତ୍ତମାନ ଅଧିକ ଖବରରୁ ଅପେକ୍ଷା କରାଯାଇଛି . . .