Advertisment

ଆମ ଘରର ହାଣ୍ଡିଶାଳ ସମ୍ଭାଳୁଛି ଆମ ଛାତ ବଗିଚା

ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର ପ୍ରଦୀପଙ୍କ ଛାତ ଉପର କିଚେନ୍ ଗାର୍ଡେନ୍।

author-image
Otv Khabar Bureau

ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର ପ୍ରଦୀପଙ୍କ ଛାତ ଉପର କିଚେନ୍ ଗାର୍ଡେନ୍।

Advertisment
Kitchen Rooftop Unique Garden
Advertisment
Advertisment