ଶୀତ କେବେ କେବେ ସୁନ୍ଦର ଆଉ କେବେ ଭାରି ଯନ୍ତ୍ରଣାପୂର୍ଣ୍ଣ । ଏଇ ଶୀତକୁ ଉପଭୋଗ କରିବାକୁ କିଏ ବୁଲୁଛି ପାହାଡ଼ା ଝରଣା ତ ଆଉ କିଏ ଶୀତ ରାତିରେ ଫୁଙ୍ଗୁଳା ଦେହରେ ଶୋଇପଡ଼ୁଛି ଫୁଟପାଥ୍ ଉପରେ ।
Published: Satyendu Shekher Mishra
Last updated: 22 December 2021, 10:11 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।