• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Winter Morning

Nilagiri
ମନମୋହୁଛି ନୀଳଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ; ବଢୁଛି ପର୍ଯ୍ୟଟକଙ୍କ ଭିଡ

ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଜ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।

Tourists Enjoy Winter Morning At Taptapani Hot Spring In Mohana
ଆଃ..ଗାଧେଇକି ମଜା ଆସିଗଲା

ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..